Only for Entertainment

ଇଂଟରନେଟରେ ହଙ୍ଗାମା ମଚାଇଲା ଏହି ଡ୍ୟାନ୍ସ ଭିଡିଓ !

0 55

ଗତ କିଛି ଦିନ ତଳେ ରିଲିଜ ହୋଇଥିବା ସ୍ତ୍ରୀ’ର ସଙ୍ଗ ବକ୍ସଅଫିସରେ ଧମାଲ ମଚାଉଛି । ୧୬ଦିନ ମଧ୍ୟରେ ଏହି ଫିଲ୍ମ ୧୦୦କୋଟିରୁ ଉଦ୍ଦ୍ୱର୍ ପାର କରିସାରିଲାଣି । ସେହିଭଳି ଏହି ଫିଲ୍ମର ଗୀତ କମରିଆ ଦର୍ଶକଙ୍କୁ ମନ କିଣି ନେଇଛି । ଏହି ଫିଲ୍ମର ପ୍ରାୟତଃ ଗୀତ ହିଟ ହୋଇଥିବା ବେଳେ ଏହି ଫିଲ୍ମର କମରିଆ ଗୀତ ଖୁବ ମାର୍କେଟ ନେଇଛି । ଏହି ଗୀତର କ୍ରେଜ ଏତେମାତ୍ରାରେ ବଢିଯାଇଛି ଯେ ଅନେକ ସ୍ଥାନରେ ଏହି ଗୀତରେ ଡ୍ୟାନ୍ସ ଷ୍ଟେପ ଦେଇ ସୋସିଆଲ ମିଡିଆରେ ଭିଡିଓ ଶେୟାର କରୁଛନ୍ତି ।

ଗତ କିଛି ଦିନ ହେବ ଇଂଟରନେଟରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନିଧି କୁମାର ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଭିଡିଓରେ ହାରାହାରି ଗୋଟେ ମାସ ମଧ୍ୟରେ ୫୦୫,୩୪୨ଥର ଦେଖା ଯାଇସାରିଲାଣି ଏବଂ ଏହାସହ ଅନେକ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More