Only for Entertainment

ଏହି ୬ଟି ନାମର ଝିଅଙ୍କୁ କେବେ ମଧ୍ୟ ମିଳେ ନାହିଁ ସତ ଭଲପାଇବା ।

punjabkesari
216

ସତ ଭଲପାଇବା ଯାହାକୁ ମିଳେ ତାକୁ ସମସ୍ତେ ଭାଗ୍ୟବାନ କୁହନ୍ତି । ତେବେ କେହି କେହି ପ୍ରେମରେ ଧୋକା ମଧ୍ୟ ପାଆନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି କୁହାଯାଏ ଏଭଳି ୬ଟି ନାମର ଝିଅ ଅଛନ୍ତି ଯେଉଁମାନେ ସତ ଭଲ ପାଇବା କେବେ ମଧ୍ୟ ପାଆନ୍ତି ନାହିଁ ।

ଏ- ଏହି ଅକ୍ଷରର ଝିଅଙ୍କ ଭଲପାଇବାରେ ପ୍ରାୟତଃ ହାପି ଏଣ୍ଡିଂ ହୋଇପାରେ ନାହିଁ । ଲକ୍ଷେ ଚେଷ୍ଟା ପରେ ମଧ୍ୟ ମେଷ ରାଶିର ଝିଅଙ୍କୁ ସତ ପ୍ରେମ ପ୍ରାପ୍ତ ହୋଇନଥାଏ । ଯଦି ମଧ୍ୟ ତାଙ୍କୁ ତାଙ୍କ ପ୍ରେମ ମିଳିଯାଏ ତେବେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ନଥାଏ । ଧୋକା ପାଇବା ପରେ ଏମାନେ ଚିଡ଼ିଚିଡ଼ା ହୋଇଯାଆନ୍ତି ଏବଂ ପ୍ରେମ ଉପରୁ ଏମାନଙ୍କର ଭରସା ଉଠିଯାଏ ।

ସି- ଏମାନେ ମଧ୍ୟ ଖୁବ ଅନଲକି । ଏମାନଙ୍କ ମଧ୍ୟରେ ଧୈର୍ଯ୍ୟ ଖୁବ କମ ଥାଏ । ଯାହାର ପ୍ରଭାବ ଏମାନଙ୍କ ସଂପର୍କରେ ପଡ଼େ । ଏମାନଙ୍କର ଏହି ସ୍ୱଭାବ ଯୋଗୁଁ ସଂପର୍କ ଶୀଘ୍ର ଭାଙ୍ଗିଯାଏ ।

ଜି- ଏମାନଙ୍କୁ ପ୍ରେମରେ ସଫଳତା ମିଳେ ନାହିଁ, କିନ୍ତୁ ଏମାନେ ଖୁବ ଯତ୍ନବାନ ହୋଇଥାନ୍ତି । ଯଦି ଭୁଲରେ ମଧ୍ୟ ଏମାନେ କାହାର ପ୍ରେମରେ ପଡ଼ିଯାଆନ୍ତି ତେବେ ଧୋକା ପାଆନ୍ତି । କିନ୍ତୁ ଥରେ ଧୋକା ପାଇଲେ ଏମାନେ ଭୁଲକୁ ପୁଣିଥରେ ଦୋହରାନ୍ତି ନାହିଁ ।

କେ- ଏମାନଙ୍କୁ ଥରେ ମଧ୍ୟ ଧୋକା ମିଳେ । ଏମାନେ ପାର୍ଟନରକୁ ଖୁବ ଭଲ ପାଆନ୍ତି । କିନ୍ତୁ ଏମାନେ ଧୋକା ପାଆନ୍ତି ।

ପି- ଏମାନଙ୍କୁ ମଧ୍ୟ ସତ ଭଲପାଇବା କେବେ ମଧ୍ୟ ମିଳେ ନାହିଁ ।

ଏସ- ଏମାନେ ଯେତେ ଚେଷ୍ଟା କଲେ ମଧ୍ୟ ସତ ଭଲପାଇବା ପାଆନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More