Only for Entertainment

ଭାରତରେ ଏହି ଦିନରେ ରିଲିଜ ହେବ ‘ଗଡଜିଲା-୨ କିଙ୍ଗ ଅଫ ଦ ମନଷ୍ଟର’ !

31

ଫିଲ୍ମ ଗଡଜିଲାର ସଫଳତା ପରେ ଏବେ ଖୁବ ଶୀଘ୍ର ‘ଗଡଜିଲା-୨ କିଙ୍ଗ ଅଫ ଦ ମନଷ୍ଟର’ ପରଦାରେ ରିଲିଜ ହେବ । ଏହି ଫିଲ୍ମକୁ ନେଇ ବିଦେଶରେ ଖୁବ ଧମାଲ ହେବାରେ ଲାଗିଛି । ଫିଲ୍ମ ଗଡଜିଲାର ପ୍ରଥମ ପାର୍ଟ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଫିଲ୍ମ ବକ୍ସଅଫିସରେ ଧମାଲ ମଚାଇଥିଲା । ଏହାକୁ ଦେଖି ଫିଲ୍ମ ନିର୍ମାତା ଗଡଜିଲାର ଦ୍ୱିତୀୟ ପାର୍ଟ ପ୍ରସ୍ତୁତ କରିବା ପାଇଁ ଭାବିଛନ୍ତି । ଏହି ଫିଲ୍ମ ୩୧ମେ’ରେ ଭାରତରେ ରିଲିଜ ହେବ । ଫିଲ୍ମ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ ହେବ ।

ଏଠାରେ ଆମେ ଜଣାଇ ରଖୁଛୁ ଯେ ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମାଇକଲ ଡଫର୍ଟି । ଯେଉଁଥିରେ ବବି ବ୍ରାଉନ, ବେରା ଫାର୍ମିଗା, ସୈଲୀ ହକିନ୍ସ, କାଇଲି କାଣ୍ଡଲର. ଓ ସିୟା ଜ୍ୟାକସନ ଜୁନିଅର, କେନ ବୈଟେନାବେ, ବୈଡଲୀ ବିଟଫୋର୍ଡ ଅଭିନୟ କରୁଥିବାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More