Only for Entertainment

ପ୍ରଥମ ଅନସ୍କ୍ରିନରେ ପତ୍ନୀଙ୍କ ଠାରୁ ମାଡ଼ ଖାଇଲେ ଅକ୍ଷୟ,ଏହିଭଳି ନେଲେ ପ୍ରତିଶୋଧ ।

youtube
0 44

ଅକ୍ଷୟ କୁମାର ପ୍ରଥମ ଥର ଟିଭି ଅଭିନେତ୍ରୀ ମୌନି ରୟଙ୍କ ସହିତ ନଜର ଆସିବେ । ଏହି ଫିଲ୍ମ ୧୫ ଅଗଷ୍ଟକୁ ରିଲିଜ ହେବ । ଏହି ଫିଲ୍ମରେ ପ୍ରଥମ ଥର ଅକ୍ଷୟ କୁମାର ତାଙ୍କ ପତ୍ନୀଙ୍କ ଠାରୁ ମାଡ଼ ଖାଇଛନ୍ତି । ଏହି କଥା ଗୋଲ୍ଡ ଫିଲ୍ମର ମେକିଂ ଭିଡ଼ିଓରୁ ଜଣାଯାଇଛି ।

ଫିଲ୍ମରେ ମୌନିଙ୍କ ଅଭିନୟ ଏବଂ ଡ୍ରେସପକୁ ଖୁବ ପସନ୍ଦ କରିଛନ୍ତି ଅକ୍ଷୟ କୁମାର । କାରଣ ମୌନି ଏଥିରେ ଜଣେ ବଙ୍ଗାଳୀ ମହିଳା ଭାବରେ ନଜର ଆସିଛନ୍ତି । ଭିଡ଼ିଓରେ ସବୁଠାରୁ ଖାସ କଥା ହେଉଛି ପତ୍ୟେକ ସମୟରେ ମୋନି ତାଙ୍କ ଅନସ୍କ୍ରିନ ପତି ଅକ୍ଷୟଙ୍କୁ ମାଡ଼ ମାରୁଛନ୍ତି ।

ପିଲ୍ମରେ ଏହିଭଳି ସିନକୁ ନେଇ ମୌନି ଖୁବ ବିଚଳିତ ହୋଇ ଯାଇଥିଲେ କିନ୍ତୁ ଅକ୍ଷୟଙ୍କ ତରଫରୁ ପଜିଟିଭ ରିଆକ୍ସନ ମିଳିଥିଲା ଏବଂ ମାଡ଼ ମାରିବାକୁ ସେ କହିଥିଲେ ଯାହା ପରେ ମୌନି ଖୁବ ରିଲାକ୍ସରେ କାମ କରି ପାରିଥିଲେ । ଏହି ସମସ୍ତ ସୁଟିଂ ସରିବା ପରେ ଅକ୍ଷୟ ମୌନିଙ୍କ ଠାରୁ ପ୍ରତିଶୋଧ ମଧ୍ୟ ନେଇଛନ୍ତି,ଅବଶ୍ୟ ଏହା ସତ୍ୟ ନୁହେଁ ଖୁବ ମଜାଦାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More