Only for Entertainment

ରାଶି ଅନୁସାରେ ଅଗଷ୍ଟ ମାସର ଏହି ତାରିଖ ରହିବ ଅଶୁଭ ।

youtube
0 60

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ମାନଙ୍କର ଅସ୍ଥିତ୍ୱର ଖୁବ ବିଶେଷତ୍ୱ ରହିଛି । ପ୍ରତିଦିନ ଏବଂ ପ୍ରତି ମାସରେ ଗ୍ରହ ମାନଙ୍କର ସ୍ଥିତିରେ ପରିବର୍ତ୍ତନ ହୋଇଥାଏ,ଯାହାର ଖରାପ ପ୍ରଭାବ ୧୨ଟି ରାଶିରେ ଉପରେ ପଡ଼ିଥାଏ । ଏଠାରେ ଆମ ଗ୍ରହ ନକ୍ଷତ୍ରଙ୍କ ଚଳଣୀ ଅନୁସାରେ ଅଗଷ୍ଟ ମାସରେ କେଉଁ ତାରିଖ ଶୁଭ ଏବଂ କେଉଁ ତାରିଖ ଅଶୁଭ ରହିବ ତାହା ଜଣାଇବୁ ।

ମେଷ ରାଶି:
ଶୁଭ ତାରିଖ- ୪,୫,୯,୧୭,୨୨,୨୫
ଅଶୁଭ ତାରିଖ-୧,୨,୩,୧୦,୧୧,୧୮,୧୯,୨୦,୨୮,୨୯,୩୦

ବୃଷ ରାଶି:
ଶୁଭ ତାରିଖ-୨,୭,୮,୧୫,୨୪,୨୯
ଅଶୁଭ ତାରିଖ-୩,୪,୫,୧୨,୧୩,୨୧,୨୨

ମିଥୁନ ରାଶି:
ଶୁଭ ତାରିଖ-୪,୫,୮,୧୦,୧୧,୨୦,୨୨
ଅଶୁଭ ତାରିଖ-୬,୭,୧୪,୧୫,୨୩,୨୪,୨୫

କର୍କଟ ରାଶି:
ଶୁଭ ତାରିଖ-୩,୫,୬,୧୪,୧୯,୨୬
ଅଶୁଭ ତାରିଖ-୮,୯,୧୬,୧୭,୨୮

ସିଂହ ରାଶି:
ଶୁଭ ତାରିଖ-୫,୧୬,୨୦,୨୧,୨୭,୩୦
ଅଶୁଭ ତାରିଖ-୧,୨,୩,୧୦,୧୨,୧୫,୧୮,୨୮,୨୯

କନ୍ୟା ରାଶି:
ଶୁଭ ତାରିଖ-୨,୫,୯,୧୭,୧୮,୨୩,୩୦,୩୧
ଅଶୁଭ ତାରିଖ- ୩,୪,୭,୧୨,୧୩,୨୧.୨୨,୨୪

ତୁଳା ରାଶି:
ଶୁଭ ତାରିଖ-୪,୫,୧୪,୨୦,୨୫,୨୬
ଅଶୁଭ ତାରିଖ-୬,୭,୧୪,୧୫,୨୩,୨୪

ବିଛା ରାଶି:
ଶୁଭ ତାରିଖ-୩,୫,୧୦,୧୨,୧୫,୨୩,୨୮
ଅଶୁଭ ତାରିଖ-୮,୯,୧୬,୧୭,୨୬,୨୭

ଧନୁ ରାଶି:
ଶୁଭ ତାରିଖ-୪,୯,୧୫,୧୮,୨୪,୨୫,୨୬,୩୦,୩୧
ଅଶୁଭ ତାରିଖ-୧,୨,୩,୧୦,୧୧,୧୯,୨୦,୨୮,୨୯

ମକର ରାଶି:
ଶୁଭ ତାରିଖ-୬,୭,୧୨,୧୯,୨୦,୨୩,୨୭,୨୮,୨୯
ଅଶୁଭ ତାରିଖ-୩,୪,୫,୧୨,୧୩,୨୧,୨୨,୨୬

କୁମ୍ଭ ରାଶି:
ଶୁଭ ତାରିଖ-୩,୪,୭,୮,୯,୧୫,୨୨,୨୩,୨୯
ଅଶୁଭ ତାରିଖ-୧,୨,୯,୧୧,୧୮,୧୯,୨୭,୨୮

ମୀନ ରାଶି:
ଶୁଭ ତାରିଖ-୪,୫,୬,୭,୧୫,୨୪,୨୫
ଅଶୁଭ ତାରିଖ-୮,୯,୧୬,୧୭,୨୬,୨୭,୨୯

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More