Only for Entertainment

ଡାଏଲଗ ଭାଇରାଲ ହେବା ପରେ ଏବେ ରିଲିଜ ହେଲା ‘ଗୋଟେ ଖୁସି ଆଉ’ର ଷ୍ଟୁଡିଓ ଭର୍ସନ ଗୀତ ।

173

ଗୋଟେ ଖୁସି ଆଉ ଡାଏଲଗ ସୋସିଆଲ ମିଡିଆରେ ଚହଳ ପକାଇଥିବା ବେଳେ ଏବେ ଏହି ଡାଏଲଗରେ ଗୋଟିଏ ଗୀତ ମଧ୍ୟ ରିଲିଜ ହୋଇଛି । ଯାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଏହି ଗୀତର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି । ଏହି ଗୀତକୁ ଗାଇଛନ୍ତି ସମସ୍ତଙ୍କ ପ୍ରିୟ କଣ୍ଠଶିଳ୍ପୀ ମଂଟୁ ଛୁରିଆ । ତେବେ ଏହି ଗୀତକୁ ଦର୍ଶକ ପସନ୍ଦ କରିବାରେ ଲାଗିଛି । ଗୀତର ଲିରିକ୍ସ ଲେଖଛନ୍ତି ଅମରଜ୍ୟୋତି ରାଉତ । ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଜୟ କୁମାର । ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More