Only for Entertainment

ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜରେ ଡ୍ୟାନ୍ସିଙ୍ଗ ହିରୋଙ୍କ ଆଡୋରେବଲ ଫଟୋ । ପ୍ରମୋଟ କରୁଥିବାର ଆସିଲେ ନଜର ।

indiatv
0 36

ବଲିଉଡର ଡ୍ୟାନ୍ସିଙ୍ଗ ଆଇଡଲ ଗୋବିନ୍ଦ ରିଆଲିଟି ଶୋ ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜକୁ ନିଜର ଅଗାମୀ ଫିଲ୍ମର ପ୍ରମୋଶନ ପାଇଁ ଯାଇଥିଲେ,ଯେଉଁଠାରେ ତାଙ୍କ ସହିତ ନଜର ଆସିଥିଲେ ବରୁଣ ।

ତେବେ ଶୋ’ର ସେମି ଫିନାଲେରେ ଦୁଇଜଣଙ୍କ ଜବରଦସ୍ତ କେମେଷ୍ଟ୍ରି ନଜର ଆସିଥିଲା । ଦୁଇଜଣଙ୍କର ଫନ ମୁଡରେ ଦର୍ଶକଙ୍କ କ୍ରେଜିନେଓ ବଢି ଯାଇଥିଲା ।

କେବଳ ପ୍ରତିଯୋଗୀଙ୍କ ପାଇଁ ଏହି ମୁହୂର୍ତ୍ତ ଖୁବ ଖାସ ନଥିଲା ବରଂ ଜଜ ମାନେ ମଧ୍ୟ ଏହାର ଖୁବ ମଜା ନେଇଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More