Only for Entertainment

ଦିପାବଳୀ ମଉକାରେ ପୁଅଙ୍କୁ ବଲିଉଡରେ ଲଂଚ କଲେ ଅଭିନେତା ଗୋବିନ୍ଦା !

youtube
54

ବଲିଉଡ ଅଭିନେତା ଗୋବିନ୍ଦା ନିକଟରେ ତାଙ୍କ ହାଣ୍ଡସମ ପୁଅ ୟଶବର୍ଦ୍ଧନ ଅହୁଜାଙ୍କୁ ବଲିଉଡରେ ଲଂଚ କରିଛନ୍ତି । ଦିପାବଳି ଅବସରରେ ମୁମ୍ବାଇରେ ଥିବା ନିଜ ବାସଭବନରେ ଗୋବିନ୍ଦା ନିଜ ପୁଅକୁ ବଲିଉଡରେ ଅଭିନୟ ପାଇଁ ଲଂଚ କରିଛନ୍ତି । ଏହି ସମୟରେ ଗୋବିନ୍ଦାଙ୍କ ପରିବାରକୁ ଏକାଠି ଦେଖିବାକୁ ମିଳିଥିଲା ।

ଗୋବିନ୍ଦାଙ୍କ ପତ୍ନୀଙ୍କ ସମେତ ନ୍ୟୁ କମର ୟଶବର୍ଦ୍ଧନ ଏବଂ ତାଙ୍କ ଝିଅକୁ ଦେଖିବାକୁ ମିଳିଥିଲା। ପରିବାର ବର୍ଗଙ୍କ ସହିତ ଖୁବ ଖୁସିରେ ସେଲିବ୍ରେଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More