Only for Entertainment

ସ୍ୱାସ୍ଥ୍ୟ ପାଇଁ ହିତକର ପଇଡ଼ ପାଣି ।

exoticflora.in
56

ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଥାଏ ଯାହା ରୋଗପ୍ରତିରୋଧକ ଶକ୍ତି ଭଳି କାର୍ଯ୍ୟ କରିଥାଏ । ପଇଡ଼ ପିଇବା ଦ୍ୱାରା ଆପଣଙ୍କୁ ପୋଟାସିୟମ ଅନେକ ପରିମାଣରେ ମିଳିଥାଏ ।

 

ପଇଡ଼ ପାଣି ସ୍ୱାସ୍ଥ୍ୟପାଇ ଅନେକ ଲାଭ ଦାୟକ । ପଇଡ଼ ପାଣି ପିଇବା ଦ୍ୱାରା ଆପଣ ଦିନ ସାରା ହାଇଡ଼୍ରେଟ ହୋଇ ରହିଥାନ୍ତି । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟଗୁଣ ରହିଥିବାରୁ ହିତ କାରକ ହୋଇଥାଏ । ଏହା ରୋଗପ୍ରତିରୋଧକ ଶକ୍ତି ଭଳି ଶରୀରରେ କାମ କରିବା ସହ ପୋଟାସିୟମ ସାମିଲ ହୋଇଥାଏ । ହାଇଡ଼୍ରେଟ ପାଇଁ କେବଳ ପଇଡ଼ ପାଣି ଉପରେ ନିର୍ଭର ନ ହୋଇ ଆପଣଙ୍କୁ ଫଳପରିବା ମଧ୍ୟ ଉପଯୁକ୍ତ ପରିମାଣର ଖାଇବାକୁ ପଡ଼ିବ । ପଇଡ଼ ପାଣି ପୋଟାସିୟମ ଦେବା ସହ କ୍ୟାଲୋରୀ ମଧ୍ୟ ଯୋଗାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More