Only for Entertainment

ସପନାଙ୍କ ଗୀତରେ ଧୁମ ନାଚିଲେ ବର, ସୋସିଆଲ ମିଡିଆରେ ପଡିଲା ଚହଳ !

youtube
0 51

ବିବାହ ରୋସଣୀରେ ଲୋକମାନଙ୍କୁ ତଳେ ଗଡି ଉଠି ନାଚିବା ତ ଆପଣ ଦେଖିଥିବେ । ମାତ୍ର ଆପଣ ଜାଣନ୍ତି କି ନିଜ ବିବାହ ରୋସଣୀରେ ଧୁମ ମଚାଉଥିବା ବର ଖୁବ କମ ଅଛନ୍ତି । ନାଚ ଏଭଳି ଯାହାକୁ ଦେଖି ଆପଣ ମଧ୍ୟ ଝୁମି ଉଠିବେ । ଏହି ବିବାହ କାହାର ଏବଂ କେଉଁ ସ୍ଥାନର ଏହାର ଠିକଣା ଏଯାବତ ମିଳି ନାହିଁ କିନ୍ତୁ ସପନା ଚୌଧୁରୀଙ୍କ ଏହି ଗୀତରେ ବରଙ୍କ ଡ୍ୟାନ୍ସ ଦେଖିଲେ ଆପଣ ମଧ୍ୟ ନାଚି ଉଠିବେ ।

ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ବରର ଏଭଳି ଅନ୍ଦାଜକୁ ଦେଖି ଲୋକମାନେ ତାଙ୍କର ଡ୍ୟାନ୍ସ କରୁଥିବା ବନ୍ଧୁ ମାନଙ୍କୁ ଟ୍ୟାଗ କରୁଛନ୍ତି । ଆପଣ ମଧ୍ୟ ଏହି ଭିଡିଓ ଦେଖି ଆପଣଙ୍କ ସାଙ୍କକୁ ଟ୍ୟାଗ କରନ୍ତୁ ଯିଏ ନିଜ ବିବାହରେ ଏଭଳି ଡ୍ୟାନ୍ସ କରିବା ପାଇଁ ଇଚ୍ଛୁକ ଅଟେ ।

ଏହି ଭିଡିଓ ଟ୍ରେଡିଂ ରାଜସ୍ଥାନ ନାଁ ରେ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More