Only for Entertainment

ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ , ବିଶ୍ୱାସ ହେଉନାହିଁ ଯଦି ଦେଖନ୍ତୁ ଏହି ଫଟୋ !

0 46

ସତରେ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ , ଏହି କଥାଉକ୍ତି ଗୁଜୁରାଟସ୍ଥିତ ଏକ ଶିଶୁ ଉପରେ ପ୍ରଭାବ ପକାଇଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

http://player.kesari.tv/share/sTkgjJSkjMSQe70D

 

ଅସଲରେ ଏକ କୁନି ଶିଶୁ ୩ମହଲା ବିଶିଷ୍ଟ କୋଠାରୁ ତଳକୁ ପଡି ଯାଉଛି ମାତ୍ର ସେ ତଳେ ନ ପଡି ସାଇକେଲ ଉପରେ ପଡିବାରୁ ବଂଚି ଯାଇଛି । ଶିଶୁଟିକୁ ଅଳ୍ପ କିଛି ଆଘାତ ଲାଗିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More