Only for Entertainment

ଗଲିବୟ ନୂଆ ପୋଷ୍ଟର ରିଲିଜ, ଦେଖିବାକୁ ମିଳିଲା ରଣବୀର ଏବଂ ଆଲିୟାଙ୍କ ରୋମାନ୍ସର ଝଲକ !

indianexpress
35

ବଲିଉଡ ଅଭିନେତା ରଣବୀର ସିଂ ଅପକମିଂ ଫିଲ୍ମ ‘ଗଲିବୟ’ର ପୋଷ୍ଟର ରିଲିଜ ହୋଇଥିଲା । ପୋଷ୍ଟରରେ ଆଲିୟା ରଣବୀରଙ୍କ ରୋମାନ୍ସ ଅନ୍ଦାଜ ନଜର ଆସିଛି । ଏଠାରେ ଆମେ ଜଣାଇ ରଖୁଛୁ ଯେ ରଣବୀରଙ୍କ ବିପକ୍ଷରେ ଆଲିୟା ନଜର ଆସିବେ । ପୋଷ୍ଟର ରିଲିଜ ପୁର୍ବରୁ ଫିଲ୍ମର ଟିଜର ରିଲିଜ କରାଯାଇଥିଲା , ଯେଉଁଥିରେ ରଣବୀର ର‌୍ୟାପ କରୁଥିବାର ନଜର ଆସିଥିଲେ ।

 

View this post on Instagram

 

#GullyBoyTrailer out in 2 days! @ritesh_sid @zoieakhtar @faroutakhtar @excelmovies #TigerBaby @aliaabhatt @zeemusiccompany

A post shared by Ranveer Singh (@ranveersingh) on

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଜୋୟା ଅଖତର ନିର୍ଦ୍ଦେଶନା  ଦେଉଛନ୍ତି । ମିଳିତ ରିପୋର୍ଟ ମୂତାବକ ଏହି ଫିଲ୍ମରେ ରଣବୀର ସିଂ ଙ୍କ କ୍ୟାରିୟର ସହ ତାଙ୍କର ତ୍ରିକୋଣୀୟ ଲଭ ଷ୍ଟୋରୀ  ମଧ୍ୟ ଦେଖିବାକୁ ମିଳିବ ।

ଏହି ଫିଲ୍ମ ଜରିଆରେ ଜୋୟା ଅଖତର ନିଜର ନୂଆ ବ୍ୟାନର ଆରମ୍ଭ କରିବାକୁ ଯାଉଛନ୍ତି । ଏହାର ନାଁ ଟାଇଗର ବେବି ଶୁଣିବାକୁ ମିଳିଛି । ଫିଲ୍ମରେ ରଣବୀର ସିଂ ଏବଂ ଆଲିୟାଙ୍କ ବ୍ୟତୀତ କଳ୍କି କୋଚଲିନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More