Only for Entertainment

ରିଲିଜ ହେଲା ଗଲିବଏର ଦ୍ୱିତୀୟ ଗୀତ ‘ଦୂରୀ’ ।

bollywood tadka
26

ବଲିଉଡ ଆକ୍ଟର ରଣବୀର ସିଂ ଏବଂ ଆଲିୟା ଭଟ୍ଟ ଷ୍ଟାରର ଗଲିବଏର ଅନ୍ୟ ଏକ ଗୀତ ‘ଦୂରୀ’ ରିଲିଜ ହୋଇସାରିଛି । ୨ ମିନିଟ ୩୧ ସେକେଣ୍ଡର ଏହି ଭିଡ଼ିଓରେ ବିନା ଟଙ୍କାରେ ଜୀବନକୁ ବଂଚିବାର ବାଧ୍ୟତାକୁ ଦର୍ଶାଯାଇଛି ।

ଏହି ଗୀତରେ ଏଭଳି ଚେହେରାକୁ ଦେଖାଯାଇଛି ଯାହାପରେ ଧ୍ୟାନ କେବଳ ଗରିବ ଲୋକଙ୍କ ଉପରକୁ ଚାଲିଯିବ । କିନ୍ତୁ ଏହାକୁ ପୂରା କରିବାକୁ ନା ଟଙ୍କା ଅଛି ନା ସାହସ ।

ଗୀତରେ ରଣବୀର ଗରିବ ଲୋକଙ୍କ କଣ୍ଠରେ ନଜର ଆସିଛନ୍ତି । ନିଜେ ସେ ଏହି ଗୀତଟିକୁ ଗାଇଛନ୍ତି । ଗୀତର ମ୍ୟୁଜିକ ଦେଇଛନ୍ତି ଋଷି ରିଚ । ଲିରିକ୍ସ ଲେଖିଛନ୍ତି ଜାଭେଦ ଅଖତର ଏବଂ ଡିଭାଇନ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଫରହାନ ଅଖତରଙ୍କ ଭଉଣୀ ଜୋୟା ଅଖତର । ଏହି ଫିଲ୍ମ ଦୁଇଜଣ ଷ୍ଟ୍ରିଟ ର‌୍ୟାପରଙ୍କ ଉପରେ ଆଧାରିତ । ଫିଲ୍ମ ୧୪ ଫେବୃୟାରୀକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More