Only for Entertainment

ରିଲିଜ୍ ହେଲା ରୋମାଣ୍ଟିକ୍ ଗୀତ ‘ଗୁନ୍ ଗୁନାତି ରେହତି ହୁଁ’, ଶୁଣିବାକୁ ମିଳିଲା ପଲକ ମୁଚାଲ ଏବଂ ୟାଶିରଙ୍କ ଜବରଦସ୍ତ ଗାୟିକି

YouTube
36

ରିଲିଜ୍ ହେଲା ହିନ୍ଦୀ ରୋମାଂଟିକ୍ ଗୀତ ‘ଗୁନ୍ଗୁନାତି ରେହତି ହୁଁ’ । ଗୀତରେ ଶୁଣିବାକୁ ମିଳିଛି ଲୋକପ୍ରିୟ କଣ୍ଠଶିଳ୍ପୀ ପଲକ୍ ମୁଚାଲ୍ ଓ ୟାଶିର୍ ଦେଶାଇଙ୍କ ଆକର୍ଷଣୀୟ ଗାୟିକି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଜୀତ୍ ଗାଙ୍ଗୁଲି । ଏହି ମନଛୁଆଁ ଗୀତର ଲିରିକ୍ସ ଦେଇଛନ୍ତି ରଶ୍ମି ଭିରାଗ୍ । ଗୀତଟିକୁ ୟୁଟୁବରେ ରିଲିଜ୍ କରାଯାଇଛି । ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦେବ୍ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More