Only for Entertainment

ରୋମାଟିଂକ ଆଲବମ ଭିଡିଓରେ ପୁଣି ନିଜ ଶାନଦାର ଗାୟକୀ ସହ ନୁସରତ ଭରୁଚାଙ୍କ ନଜର ଆସିଛନ୍ତି ଗୁରୁ !

47

ପୁଣି ଫେରିଲେ ପପୁଲାର ପଂଜାବୀ ସିଙ୍ଗର ଗୁରୁ ରାନ୍ଧୱା । ନିଜର ଧମାକେଦାର ଗୀତ ପାଇଁ ଜଣାଯାଉଥିବା ପପୁଲାର ପଂଜାବୀ ସିଙ୍ଗର ଗୁରୁ ରାନ୍ଧୱା ଏଥର ଏକ ରୋମାଟିଂକ ପ୍ରସ୍ତୁତି ସହ ପରଦାକୁ ଫେରିଛନ୍ତି । ଗୀତର ଟାଇଟେଲ ଇସ୍କ ତେରା ରହିଥିବାବେଳେ ତାଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିଛନ୍ତି ବଲିଉଡ ନାୟିକା ନୁସରତ ଭରୁଚା ।

ଏହି ଗୀତକୁ ଗୁରୁ ଲେଖିବା ସହ ଏହାର ମ୍ୟୁଜିକ ଡିରେକ୍ସନ ଦେଇଛନ୍ତି । ଏକ ସଫ୍ଟ ରୋମାଟିଂକ କାହାଣୀକୁ ଗୀତରେ ସ୍ଥାନ ଦିଆଯାଇଛି । ଆର୍କଷଣୀୟ ପାହାଡିଆ ଲୋକେସନରେ ମ୍ୟୁଜିକ ଆଲବମର ସୁଟିଂ କରାଯାଇଛି । ଗୁରୁ ଜଣେ ଟ୍ୟାକ୍ସି ଡ୍ରାଇଭର ଚରିତ୍ରରେ ଅଭିନୟ କରୁଥିବାବେଳେ ତାଙ୍କ ଡ୍ରିମ ଗର୍ଲ ହୋଇଛନ୍ତି ନୁସରତ । ଟି ସିରିଜ ମ୍ୟୁଜିକ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ତେରା ଇସ୍କକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ।ନାୟିକା ନୁରରସ ଭରୁଚା ନିଜର ଏହି ଆଲବମ ଭିଡିଓକୁ ନେଇ ବେଶ ଖୁସି ଅଛନ୍ତିି ।ଅନ୍ୟପଟେ ଗୀତର ସଫଳତା ପାଇଁ ଆଶାୟୀ ଅଛନ୍ତି ଗୁରୁ ରାନ୍ଧୱା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More