Only for Entertainment

ଗୁରୁ ରାନ୍ଧୱା-ପିଟବୁଲଙ୍କ ଭଏସରେ ରିଲିଜ ହେଲା ମ୍ୟୁଜିକ ଭିଡିଓ ‘Slowly-Slowly’, ଦେଖନ୍ତୁ

Punjabi Mania
47

ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ଆଜି ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ସଙ୍ଗ ‘ସ୍ଲୋଲି ସ୍ଲୋଲି’କୁ ରିଲିଜ କରାଯାଇଛି । ଏହି ଗୀତରେ ଗୁରୁ ରାନ୍ଧୱା ଏବଂ ପିଟବୁଲଙ୍କୁ ଏକାଠି ଦେଖିବାକୁ ମିଳିଛି । ପ୍ରଥମଥର ପାଇଁ ଏହି ଦୁଇ ପ୍ରତିଷ୍ଠିତ କଳାକାର ଏକା ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ନଜର ଆସିଛନ୍ତି ।

କିଛି ଦିନ ପୂର୍ବେ ଟି ସିରିଜ ଏହା ବିଷୟରେ ସୂଚନା ଦେଇଥିଲେ । ଏହା ପରଠାରୁ ଦର୍ଶକ ଗୀତ ପାଇଁ ଉ ତ୍ସାହର ସହିତ ଅପେକ୍ଷା କରି ରହିଥିଲେ । ଶେଷରେ ଏହି ଗୀତ ଆଜି ଟି-ସିରିଜର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି । ଗୀତର ଆରମ୍ଭ ପିଟବୁଲଙ୍କ ଭଏସରୁ ହୋଇଥାଏ । ଏହା ପରେ ଗୁରୁ ରାନ୍ଧୱାଙ୍କ ପଂଜାବୀ ତଡକା ଦେଖିବାକୁ ମିଳିଥାଏ । ଗୀତରେ ବଏସ ଦେବା ସହିତ ଦୁହେଁ ଏହାର ଲିରିକ୍ସ ମଧ୍ୟ ଲେଖିଛନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More