Only for Entertainment

ଗୋଟିଏ ଦିନରେ ଚହଳ ପକାଇଛି ଗୁରୁ ରନ୍ଧୱାଙ୍କ ନୂଆ ଗୀତ ‘ଇଶାରେ ତେରେ’ ।

youtube
0 29

ଗୁଲସନ କୁମାର ଏବଂ ଟିସିରିଜ ବ୍ୟାନରରେ ଭୂଷଣ କୁମାର ଏକ ଅଫିସିଆଲ ମ୍ୟୁଜିକ ଭିଡିଓ ରିଲିଜ କରିଛନ୍ତି । ଏହି ଗୀତକୁ ଗାଇଛନ୍ତି ଗୁରୁ ରନ୍ଧୱା ଏବଂ ଧ୍ୱନୀ ଭାନୁଷାଲୀ । ଏହାକୁ କମ୍ପୋଜ କରିଛନ୍ତି ନିଜେ ଗୁରୁ ରନ୍ଧୱା ଏବଂ ଲିରିକ୍ସ ମଧ୍ୟ ସେ ନିଜେ ଲେଖିଛନ୍ତି ।

ତେବେ ଏହି ଗୀତ ଗତକାଲି ରିଲିଜ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତକୁ ୩ଲକ୍ଷରୁ ଉଦ୍ଧ୍ୱର୍ ଥର ଦେଖାଯାଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More