Only for Entertainment

ରିଲିଜ ହେଲା ନୀଳ ମାଧବ ପଣ୍ଡାଙ୍କ ନିର୍ମିତ ଫିଲ୍ମ ହାଲକା’ର ଗୀତ ବନ୍ଦେୟା !

youtube
0 50

ଆସିଲା ଆଗାମୀ ବଲିଉଡ ମୁଭି ହଲକାର ପ୍ରଥମ ଗୀତ ‘ବନ୍ଦେୟା’ । ଶଙ୍କର ଏହସାନ ଲୟଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ରମନ ମହାଦେବନ, ଏବଂ ରବି ମିଶ୍ରଙ୍କ ଗାୟିକି । ଗୀତରେ ଲିରିକ୍ସ ଦେଇଛନ୍ତି ପ୍ରତିକ ମଜୁମ୍ଦାର୍ । ଶିବ ନାଦାର୍ ଫାଉଁଣ୍ଡେସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହିସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନୀଳ ମାଧବ ପଣ୍ଡା ।

ଏକ ବସ୍ତି ପିଲାର ଟଏଲେଟ୍ ବନାଇବାର ସ୍ୱପ୍ନକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ରଣବୀର ସୋରେ, ପାଓଲି ଦମ୍, ତଥାସ୍ତୁ, ଏବଂ କୁମୁଦ୍ ମିଶ୍ରଙ୍କ ଅଭିନୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More