Only for Entertainment

ପତ୍ନୀଙ୍କୁ ରାଣୀ କରି ରଖିଛନ୍ତି ଅକ୍ଷୟ କୁମାର,ପଛରେ ନାହାଁନ୍ତି ଏହି ୪ ସୁପରଷ୍ଟାର । ହାପି ବର୍ଥଡେ ଅକ୍ଷୟ ।

Masala!
0 43

ଆଜି ବଲିଉଡ ଖିଲାଡ଼ି ଅକ୍ଷୟ କୁମାରଙ୍କ ୫୧ ତମ ଜନ୍ମଦିନ । ସେ ୧୯୬୭ରେ ପଂଜାବର ଅମୃତସରରେ ଜନ୍ମ ହୋଇଥିଲେ । ଜୀବନରେ କଠିନ ସଂଘର୍ଷ କରିବା ପରେ ତାଙ୍କୁ ବଲିଉଡରେ ବ୍ରେକ ମିଳିଥିଲା । ଆଜି ସେ ବଲିଉଡରେ ସୁପରଷ୍ଟାରଙ୍କ ଲିଲ୍ଟରେ ସାମିଲ ହୋଇ ପାରିଛନ୍ତି । ଏବେ ଆଲୋଚନା କରିବା ଅକ୍ଷୟ କୁମାରଙ୍କ ବ୍ୟତୀତ ବଲିଉଡରେ ଏଭଳି ୪ ଜର ସୁପରଷ୍ଟାରଙ୍କ ବିଷୟରେ ଯେଉଁମାନେ ତାଙ୍କ ପତ୍ନୀଙ୍କୁ ରାଣୀ କରି ରଖିଛନ୍ତି ।

ଜୁନିଅର ବଚ୍ଚନ ଅଭିଷେକ ମଧ୍ୟ କିଛି କମ ନୁହଁନ୍ତି । ୨୦୦୭ରେ ସେ ମିସ ୱାର୍ଲଡ ଐଶ୍ଚର୍ଯ୍ୟାଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ସେ ଝିଅ ଆରାଧ୍ୟାଙ୍କ ବାପା ହୋଇଥିଲେ । ସେ ଐଶଙ୍କୁ ଖୁବ ଭଲ ପାଆନ୍ତି । ତାହାର ପ୍ରମାଣ ହେଉଛିଯେ ଐଶ ଆଜି ମଧ୍ୟ ଫିଲ୍ମରେ ଅଭିନୟ କରୁଛନ୍ତି ।

ଫିଲ୍ମରେ କେବଳ ସିନିଅର ରୋଲ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଜୟ ଦେବଗନ ୧୯୯୯ରେ କାଜୋଲଙ୍କୁ ବିିବାହ କରିଥିଲେ । ଅଜୟ କାଜୋଲଙ୍କୁ ରାଣୀ କରି ରଖିଛନ୍ତି ।

ଆକ୍ଟର ରିତେଶ ଦେଶମୁଖ ତାଙ୍କ କଲେଜ ସାଙ୍ଗ ଏବଂ ଅଭିନେତ୍ରୀ ଜେନିଲିଆଙ୍କୁ ବିବାହ କରିଛନ୍ତି । ସେ ମଧ୍ୟ ତାଙ୍କୁ ଖୁବ ଭଲପାଆନ୍ତି । ଦୁଇ ଜଣ ଏକା ସାଙ୍ଗରେ ମଧ୍ୟ ଫିଲ୍ମରେ କାମ କରିଛନ୍ତି ।

କିଙ୍ଗ ଖାନ ଶାହାରୁଖ ମଧ୍ୟ ପତ୍ନୀ ଗୌରୀଙ୍କୁ ରାଣୀ କରି ରଖିଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More