Only for Entertainment

ଭଣଜା ଆହିଲ ସହିତ ଜନ୍ମଦିନ କେକ କାଟିଲେ ମାମୁଁ ସଲମାନ ।

aajtak
27

ଆଜି ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ୫୩ ତମ ଜନ୍ମଦିନ । ସେ ତାଙ୍କ ପନବେଲ ଫାର୍ମହାଉସରେ ବନ୍ଧୁ ଓ ପରିବାରବର୍ଗଙ୍କ ସହିତ ଜନ୍ମଦିନ ପାଳନ କରୁଛନ୍ତି । ବୁଧବାର ରାତିରୁ ଆରମ୍ଭ ହୋଇଛି ଅଭିନେତାଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମ ।ତେବେ ଏହା ଆସନ୍ତା ମାଲଥ ମାନେ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ସଲମାନଙ୍କ ପାର୍ଟିରେ କେତେକ ବଲିଉଡ ସେଲିବ୍ରେଟୀ ମଧ୍ୟ ସାମିଲ ହୋଇଛନ୍ତି ।

 


ଆକ୍ଟରଙ୍କ କେକ କଟା ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଭଣଜା ଆହିଲଙ୍କ ସହିତ କେକ କାଟୁଥିବାର ନଜର ଆସିଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛଇଯେ ଆହିଲ ସଲମାନଙ୍କ କୋଳରେ ବସିଛନ୍ତି । ସେମାନଙ୍କ ସହିତ ୟୁଲିୟା ବନ୍ତୁର,ଅର୍ପିତା ଖାନ ଏବଂ ଶେରା ଛିଡ଼ା ହୋଇଛନ୍ତି ।

 

 

View this post on Instagram

 

Baby nu bass pasand hai?? #SalmansBirthday – #SalmanKhan #salman #beingsalmankhan #beinghuman #happybirthdaysalmankhan #happybirthdaysalman #hbdsalman #bollywood

A post shared by Salman Khan ✦ (@salmankhanplanet) on

ସଲମାନଙ୍କ ଜନ୍ମଦିନ କେକ ଖୁବ ଖାସ । ୪ ଥାକ କେକରେ ସଲମାନଙ୍କ ଫଟୋ ରହିଛି । ତେବେ ଅନ୍ୟ ପକ୍ଷରେ ନିଜ ପ୍ରିୟ କଳାକାରଙ୍କ ଜନ୍ମଦିନରେ କେକ କାଟି ସେଲିବ୍ରେଟ କରୁଛନ୍ତି ଫ୍ୟାନ୍ସ । ଇଂଟରନେଟରେ ସଲମାନଙ୍କ କେତେକ ଡ୍ୟାନ୍ସିଙ୍ଗ ଭିଡ଼ିଓ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More