Only for Entertainment

ହାପି ବର୍ଥଡେ ସୋନମ ।

aajtak
0 59

ଇଂଷ୍ଟାଗ୍ରାମ ଆକାଉଂଟରେ ଆନନ୍ଦ ଆହୁଜା ସୋନମଙ୍କର ବ୍ଲାକ ଆଣ୍ଡ ହ୍ୱାଇଟର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସୋନମ ମୁଣ୍ଡରେ ଓଢଣା ଦେଇଥିବା ନଜର ଆସିଛନ୍ତି । ଏହା ସହିତ ଆନନ୍ଦ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।
ଆନନ୍ଦ ଲେଖିଛନ୍ତି ସୋନମ ବର୍ଥଡେ କେକ ଦେଖିବା ପରେ ତାଙ୍କର କିଭଳି ଲୁକ ଥିଲା,ଏହା ମୋର ମଜାକ ଥିଲା ।

ଏକ ଲମ୍ବା ସମୟ ପରେ ସୋନମ ଏବଂ ଆନନ୍ଦ ଲଣ୍ଡନରେ ଅଛନ୍ତି । ତେବେ ଲଣ୍ଡନ ଯିବାର କାରଣ ହେଉଛି ସୋନମଙ୍କ ଜନ୍ମଦିନ । ସୋନମ ତାଙ୍କର ବ୍ୟସ୍ତ ସିଡ୍ୟୁଲ ପରେ ଆନନ୍ଦଙ୍କ ସହିତ ସମୟ ବାହାର କରି ଲଣ୍ଡନ ଯାଇଛନ୍ତି । ସୋନମ ସେହି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଫନ ମୁମେଂଟରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More