Only for Entertainment

Happy Birthday Sushmita Sen: ଏହିଭଳି ନିଜ ବୟସକୁ ପଛରେ ପକାଇଛନ୍ତି ସୁଷ୍ମିତା ସେନ, ଫିଟନେସ ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

The Democratic Buzzer
48

ବିଶ୍ୱ ସୁନ୍ଦରୀର ଟାଇଟଲ ନିଜ ନାମରେ କରି ସାରିଥିବା ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନ ଆଜି ନିଜର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ୪୩ ବର୍ଷ ପାର କରି ସାରିଥିଲେ ମଧ୍ୟ ସେ ଅନେକଙ୍କ ହୃଦୟରେ ଆଜି ମଧ୍ୟ ରାଜ କରୁଛନ୍ତି । ଫିଲ୍ମଠାରୁ ଦୂରରେ ରହି ମଧ୍ୟ ସେ ନିଜକୁ ଫିଟ ରଖିଛନ୍ତି ।

ତାଙ୍କର ଏହି ଫିଟନେସର ସିକ୍ରେଟ ହେଉଛି ନିୟମିତ ବ୍ୟାୟାମ । ଏହା ଆମେ ନୁହେଁ ତାଙ୍କ ଫିଟନେସ ଭିଡିଓ କହୁଛି । ଏହି ଫିଟନେସ ଭିଡିଓ ଗୁଡିକୁ ଖୋଦ ସୁଷ୍ମିତା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ସୁଷ୍ମିତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଦେଖିବା ତାଙ୍କର କିଛି ଫିଟନେସ ଭିଡିଓ…

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More