Only for Entertainment

ୟୁଟ୍ୟୁବରେ ଧୁମ ମଚାଉଛି ହରିୟାଣୀ ଲୋକଗୀତର ଏହି ରିମେକ ଅନ୍ଦାଜ ।

youtube
0 81

ହରିୟାଣୀ ଗୀତର ସଙ୍ଗୀତରୁ ଆରମ୍ଭ କରି ସମସ୍ତ କଥା ପର୍ଯ୍ୟନ୍ତ କ୍ଷେତ୍ରୀୟ ସଭ୍ୟତା,ସଂସ୍କୃତି ଓ ପରମ୍ପରା ନଜର ଆସିଥାଏ । ବିଶେଷକରି ଯେତେବେଳେ ଲୋକଗୀତକୁ ଗୀତ ରୂପରେ ପରିବେଷଣ କରାଯାଏ ସେଥିରେ ସେହି ମଧୁରତା ଏବଂ ସମାଜର ପାରିବାରିକ କଥା ଶୁଣିବାକୁ ମିଳିଥାଏ । ଏହା ଗାଁ ମାଟି ଏବଂ ତା’ର ପରିବେଶ ସହିତ ଖୁବ ଯଡ଼ିତ । କିନ୍ତୁ ଜଣେ ହରିୟାଣୀ ଗାୟକ ଗୌରବ ଭାଟୀ ୪ଟି ଲୋକଗୀତକୁ ,ଭଳି ପରିବେଷଣ କରିଛନ୍ତି ଯାହାକୁ ଦେଖିବାମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରାୟତଃ ହରିୟାଣୀ ଗୀତରେ ଗାଁର ଝିଅ ଏବଂ ପରିବେଶ ନଜର ଆସିଥାଏ । କିନ୍ତୁ ଗୌରବ ଏହାକୁ ଏଭଳି ରିମିକ୍ସ କରିଛନ୍ତି ଯାହା ଖୁବ ରୋମାଂଚକର । ଏହା ୟୁଟ୍ୟୁବରେ ଆସିବାମାତ୍ରେ ସୁପରହିଟ ହୋଇସାରିଛି । ୧ ଘଂଟା ମଧ୍ୟରେ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More