Only for Entertainment

ହ୍ୟାରୀ ପୋଟର ପଦ୍ମା ପାଟିଲଙ୍କ ବିବାହ, ସୋସିଆଲ ମିଡିଆରେ ଫଟୋ ଭାଇରାଲ !

0 70

ହଲିଉଡର ପ୍ରସିଦ୍ଧ ଫିଲ୍ମ ସିରିଜ‘ହ୍ୟାରୀ ପୋଟର’ରେ ନିଜର ଅଭିନୟରେ ଦର୍ଶକଙ୍କ ମନ ଜିତିଥିବା ଅଭିନେତ୍ରୀ ଅଫଶାନ ଆଜାଦ ବୟଫ୍ରେଣ୍ଡ ନାବିଲ କାଜିଙ୍କ ସହ ବିବାହ କରିଛନ୍ତି । ଅଫଶାନ ଏବଂ ନାବିଲ ଦୁହେଁ ଦୁହିଁଙ୍କୁ ଅନେକ ସମୟ ହେବ ଡେଟ କରୁଥିଲେ । ଏହି କପଲଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିବାରେ ଲାଗିଛି ।

ଅଫଶାନ ଆଜାଦ ଫିଲ୍ମ ‘ହ୍ୟାରୀ ପୋଟର’ରେ ପଦ୍ମା ପଟେଲରେ ଅଭିନୟ କରିଥିଲେ । ଯାହାକୁ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଦେଖିବାକୁ ମିଳିଛି ଯେ ଅଫଶାନ ଏବଂ ନାବିଲ କାଜି ବିବାହରେ ଟ୍ରାଡିସନାଲ ଡ୍ରେସ ପିନ୍ଧିଥିଲେ, ଯେଉଁଥିରେ ଖୁବ ସୁନ୍ଦର ଦିଶୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More