Only for Entertainment

କିମଙ୍କ ସହିତ ଲଂଚ ଡେଟରେ ସ୍ପଟ ହେଲେ ହର୍ଷବର୍ଦ୍ଧନ ରାଣେ ।

bollywood tadka
30

ବଲିଉଡ ଫିଲ୍ମ ମୋହେବତେ ଫେମ ଅଭିନେତ୍ରୀ କିମ ଶର୍ମା ଏବେ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ସହିତ ରିଲେସନସିପକୁ ନେଇ ଚର୍ଚ୍ଚାରେ ଅଛନ୍ତି ।ନିକଟରେ ଦୁଇ ଜଣ ଲଂଚ ଡେଯରେ ଯାଇଥିବା ସମୟରେ ସ୍ପଟ ହୋଇଛନ୍ତି ।

ଦୁଇ ଜଣଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ଦୁଇଜଣ ଖୁବ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି ।

କିମ ଶର୍ମା ବିବାହ ପରେ ବଲିଉଡକୁ ବାଏ ବାଏ କହି ଦେଇଥିଲେ ।ଏହାପରେ ସେ ତାଙ୍କ ସ୍ୱାମୀଙ୍କ ସହିତ କେନିଆ ଚାଲି ଯାଇଥିଲେ । କିନ୍ତୁ ଦୁଇଜଣଙ୍କ ସଂପର୍କ ବେଶୀ ଦିନ ଚାଲିପାରିଲା ନାହିଁ । ଦୁଇ ଜଣଙ୍କର ଛାଡ଼ପତ୍ର ହୋଇଗଲା ।

 

କିମ ଯୁବରାଜ ସିଂଙ୍କ ସହିତ ଅଫେୟରକୁ ନେଇ ଚର୍ଚ୍ଚାରେ ରହିଥିଲେ ।

କିମ ୨୦୦୦ରେ ମୋହବତେଁରେ ଡେବ୍ୟୁ କରିଥିଲେ ଏବଂ ଫିଲ୍ମ ହିଟ ମଧ୍ୟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More