Only for Entertainment

ଆଲିଆଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ସୋନମ୍ କପୁର୍ ଙ୍କ ଭାଇ ହର୍ଷବର୍ଦ୍ଧନ କପୁର୍ !

24

ରଣବୀର୍ – ଆଲିଆଙ୍କ ରିଲେସନସିପ ବର୍ଷର ସବୁଠାରୁ ଚର୍ଚ୍ଚିତ ଖବର ରହିଥିବାବେଳେ, ଏବେ ଏଥିରେ ଫାଟ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । କାରଣ ଆଲିଆଙ୍କୁ ପ୍ରେମ ନିବେଦନ କରିବାକୁ ଚାହୁଁଛନ୍ତି ସୋନମ୍ କପୁର୍ ଙ୍କ ଭାଇ ହର୍ଷବର୍ଦ୍ଧନ କପୁର୍ । ଆଉ ସେ ଚାହୁଁଛନ୍ତି ଆଲିଆ ତାଙ୍କର ହୋଇଯାଆନ୍ତୁ ବୋଲି । ଏହି କଥାର ଖୁଲାସା କରିଛନ୍ତି ନିଜେ ହର୍ଷବର୍ଦ୍ଧନ ।

କରଣ ଜୋହରଙ୍କ ଶୋ’ କଫି ୱିଥ କରଣରେ ସେ କହିଛନ୍ତି ଯେ, ସେ ଚାହାଁନ୍ତି ଆଲିଆ ରଣବୀରଙ୍କୁ ନୁହେଁ ତାଙ୍କୁ ଡେଟ୍ କରନ୍ତୁ ବୋଲି । ତେବେ ତାଙ୍କର ଏଭଳି କଥାରେ ରଣବୀର୍ ଓ ଆଲିଆ କଣ ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More