Only for Entertainment

‘ଲଭ ଫର୍ମୁଲା’ ପଢାଇବା ଗଣିତ ପ୍ରଫେସରଙ୍କୁ ପଡିଲା ଭାରି, ଭଡିଓ ଭାଇରାଲ ହେବା ପରେ ହେଲେ ନିଲମ୍ବିତ

ndtv
67

ହରିଆଣାର କରନାଲ ସ୍ଥିତ ଏକ ମହିଳା କଲେଜରେ ଛାତ୍ରୀ ମାନଙ୍କୁ ଫ୍ରେମର ଫର୍ମୁଲା ପଢାଇବା ଆରୋପରେ ଗଣିତ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ପ୍ରଫେସର ଜଣଙ୍କ ବ୍ଲାକବୋର୍ଡରେ ଏହି ଫର୍ମୁଲା ଲେଖି ଛାତ୍ରୀମାନଙ୍କୁ ପଢାଉଥିଲେ । ଏହି ସମୟରେ ଜଣେ ଛାତ୍ରୀ ଏହାକୁ ନିଜ କ୍ୟାମେରାରେ କଏଦ କରିଥିଲେ । ଏହା ପରେ ସେ ଏହି ଭିଡିଓକୁ କଲେଜ ପ୍ରିନ୍ସିପାଲ ଏବଂ କଲେଜ କତୃପକ୍ଷଙ୍କୁ ଦେଖାଇଥିଲେ । ଭିଡିଓ ଦେଖିବା ପରେ କଲେଜ କତୃପକ୍ଷ ଚରଣ ସିଂ ନାମକ ଏହି ପ୍ରଫେସରଙ୍କୁ ନିଲମ୍ବିତ କରିଛନ୍ôତି । ପରେ ପ୍ରଫେସର ଜଣଙ୍କ ଛାତ୍ରୀମାନଙ୍କୁ ଲିଖିତ ଭାବେ କ୍ଷମା ମାଗିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଫେସର ଜଣଙ୍କ ହିନ୍ଦୀରେ ଫର୍ମୁଲା ଲେଖି ଗୋଟିଏ ଗୋଟିଏ କରି ଏହାର ଅର୍ଥ ବୁଛାଉଥିବା ବେଳେ ଛାତ୍ରୀମାନେ କ୍ଲାସରେ ହସୁଥିବାର ଦେଖିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More