Only for Entertainment

ଦିଲ୍ଲୀର ରିକ୍ସାବାଲାଙ୍କ ଏହି ନିଆରା ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ !

43

ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି , ଜାଣିଥିବେ ନିଶ୍ଚୟ ଥଣ୍ଡାରୁ ବର୍ତ୍ତିବା ପାଇଁ ଆପଣ ବିଛଣାରେ କେମିତି ପଡି ରହୁଥିବେ ଏବଂ ଖୁବ କଷ୍ଟରେ କର୍ମକ୍ଷେତ୍ରକୁ ଯାଉଥିବେ ।

ଏହି ସହରରେ ପ୍ରମାଣିତ ଯେ ଡିସେମ୍ବର ୨୦୧୯ରେ ସବୁଠାରୁ ଅଧିକ ଥଣ୍ଡା ପ୍ରବାହିତ ହୋଇଥିଲା । ଏପରିକି ସମସ୍ତେ ନିଜକୁ ସ୍ୱେଟର ଏବଂ ସାଲରେ ନିଜକୁ ଘୋଡାଇ ରଖିଥିଲେ ମାତ୍ର ସବୁଠାରୁ ଅଧିକ କଷ୍ଟ ଭୋଗୁଛନ୍ତି ରାସ୍ତା କଙ୍ଗରେ ରହୁଥିବା କୁକୁର ।

ଏବେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ଏବଂ ଖୁବମାତ୍ରାରେ ଶେୟାର ଓ ଲାଇକ କରିବାରେ ଲାଗିଛନ୍ତି । ଏହି ଫଟୋକୁ ଆପଣ ଧ୍ୟାନ ଦେଇ ଦେଖନ୍ତ. ଆପଣ ମଧ୍ୟ ଫଟୋକୁ ଖୁବ ପସନ୍ଦ କରିବେ । ଫଟୋରେ ଦେଖିବାକୁ ମିଳିଛି ଯେ ଗୋଟିଏ କୁକୁର କମ୍ବଳ ଘୋଡାଇ ହୋଇ ରିକ୍ସାରେ ବସି ଯାଉଛି । ଯାହା ସମସ୍ତଙ୍କ ମନ କିଣି ନେଇଛି ।
ଏହି ଫଟୋକୁ ଜଣେ ଟ୍ୱିଟ କରିଛନ୍ତି ଯାହା ଖୁବ ମଜାଦାର ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More