Only for Entertainment

ହ୍ୟାଲୋ ଅର୍ସିକୁ ରାଜ୍ୟ ଚଳଚ୍ଚିତ୍ର ପରସ୍କାର ।

pragativadi.com
81

୨୦୧୭ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜାତୀୟ ପୁରସ୍କାର ପାଇଥିବା ଓଡ଼ିଆ ଚଳଚିତ୍ର ‘ହେଲୋ ଆରସି’ ୫ଟି ପୁରସ୍କାର ପାଇଥିବା ବେଳେ ଏଡିଟର ରବି ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ପ୍ରଦାନ କରାଯିବ । ‘ହେଲୋ ଆରସି’ ଲାଗି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ସଂଳାପକାର ପୁରସ୍କାର ପାଇ‌ବେ । ପାର୍ଥ ସାରଥି ଶ୍ରେଷ୍ଠ ଅଭିନେତା ଓ ଅଜୟ ଗୋସ୍ବାମୀ ଶ୍ରେଷ୍ଠ ପ୍ରଯୋଜକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ । ଅନ୍ୟପକ୍ଷରେ ‘ଲୈଲା ଓ ଲୈଲା’ ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଜିତେନ୍ଦ୍ର ନାଥ ମହାପାତ୍ର ‘ଦୃଷ୍ଟାନ୍ତ’ ଚଳଚିତ୍ର ପାଇଁ ଶ୍ରେଷ୍ଠ କାହାଣୀ ଲେଖକ ଭାବେ ପୁରସ୍କାର ପାଇବେ ଏବଂ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ମଧ୍ୟରେ ଶ୍ରେଷ୍ଠ ପୁରସ୍କାର ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More