Only for Entertainment

ପୁଣିଥରେ ବୋହୂ ସାଜିଲେ ଡ୍ରିମଗାର୍ଲ ହେମା ମାଲିନୀ, ଫଟୋ ହେଲା ଭାଇରାଲ !

34

ବଲିଉଡ୍‌ ଡ୍ରିମ୍‌ ଗର୍ଲଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଝିଅ ଇସା ଦେଓଲ ଏହି ଫଟୋଟି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହୋଇଛି। କିଛିଦିନ ତଳେ ଦ୍ୱିତୀୟ ସନ୍ତାନର ଜନନୀ ହୋଇଥିବା ଇଶା ଏବେ ସୋସିଆଲ ମିଡିଆରେ ରହୁଛନ୍ତି ଖୁବ୍‌ ଆକ୍ଟିଭ୍‌। ନିକଟରେ ଫିଲଟର ମାଧ୍ୟମରେ ସେ ହେମାଙ୍କର ଏକ ଫଟୋକୁ ବଧୂ ବେଶରେ ସଜାଇ ଅପଲୋଡ କରିଛନ୍ତି। ତେବେ ବିୟୁଟିଫୁଲ୍‌ ହେମା ଆଜିବି ଜଣେ ନବ ବିବାହିତାଙ୍କଠାରୁ ବି କିଛି କମ୍‌ ଲାଗୁନାହାଁନ୍ତି।

ଈଶା ନିଜ ମା’ଙ୍କ ଏହି ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ଖୁବ ଭିନ୍ନ ନଜର ଆସିଛନ୍ତି । ଅସଲରେ ହେମାଙ୍କ ଏହି ଫଟୋରେ ଫିଲ୍ମଟର ବ୍ୟବହାର ହୋଇଛି । ଏହାସହ ଈଶା କ୍ୟାପସନ ଲେଖିଛନ୍ତି ଯେ ତାଙ୍କ ମା’ଙ୍କୁ ଏହି ସବୁ ଆପ ପସନ୍ଦ ଯେଉଁଥିରେ ସେ ଭିନ୍ନ ଭିନ୍ନ ରୁପରେ ନଜର ଆସିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More