Only for Entertainment

ହେମା ମାଳିନୀଙ୍କ ପାଇଁ ଏହି ଖାସ କାମ କରିବେ ଧର୍ମନ୍ଦ୍ର, ହେମାଙ୍କ ଘୋଷଣା ।

ndtv
18

ଲୋକସଭା ନିର୍ବାଚନକୁ ନେଇ ବିଜେପି ଅନ୍ୟ ଦଳମାନଙ୍କ ଭଳି ବିଜେପି ମଧ୍ୟ ଜୋରଦାର କ୍ୟାମ୍ପେନରେ ଲାଗିଛି । ଏହି ଟ୍ରେଣ୍ଡରେ ବିଜେପିର ମଥୁରାରୁ ଆଶାୟୀ ପ୍ରାର୍ଥୀ ହେମା ମାଳିନୀ ମଧ୍ୟ ସାମିଲ ଅଛନ୍ତି । ହେମା ମାଳିନୀ ତାଙ୍କ ପ୍ରଚାରକୁ ନେଇ ଏକ ଟ୍ୱିଟ କରିଛନ୍ତି । ଟ୍ୱିଟକୁ ନେଇ ଲୋକଙ୍କ ଖୁବ ରିଆକ୍ସନ ଆସୁଛି । ହେମା ମାଳିନୀଙ୍କ ପତି ଏବଂ ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ର ମଧ୍ୟ ପ୍ରଚାର କରିବେ । ଧର୍ମେନ୍ଦ୍ର ଏବେ ଲାଇମଲାଇଟରୁ ଦୂରେଇ ଅଛନ୍ତି ଏବଂ ଫାର୍ମ ହାଉସରେ ଚାଷ କରୁଛନ୍ତି । ଅଧିକାଂଶ ସମୟରେ ତାଙ୍କର ଭିଡ଼ିଓ ଭାଇରାଲ ହେଉଛି ।

ହେମା ଟ୍ୱିଟ କରି ଲେଖିଛନ୍ତି ଆଜିର ଦିନ ମୋ ପାଇଁ ଖୁବ ଖାସ । ଧର୍ମେନ୍ଦ୍ର ଆଜି ମଥୁରାରେ ରହିବେ ଏବଂ ମୋ ପାଇଁ ପ୍ରଚାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More