Only for Entertainment

ଆୟୁର୍ବେଦ:ମଧୁମେହରୁ ନିୟନ୍ତ୍ରଣ କରେ ମଂଜୁଆତି ।

blog.nurserylive.com
0 47

ମଧୁମେହରୁ ମୁକ୍ତି ପାଇଁ ରୋଗୀମାନେ ବହୁତ କିଛି ଉପାୟ ଆପଣାଇଥାନ୍ତି । ତାହା ଡାକ୍ତରୀ ଔଷଧ ହେଉ ବା ଘରୋଇ ଔଷଧ । ତେବେ ଆପଣ ଜାଣନ୍ତି କି ଆୟୁର୍ବେଦ ଅନୁସାରେ ମଂଜୁଆତି ମଧ୍ୟ ମଧୁମେହକୁ ନିୟନ୍ତ୍ରଣ କରିଥାଏ । ଆସନ୍ତୁ ଜାଣିବା ।

ପ୍ରତିଦିନ ମଞ୍ଜୁଆତି ପତ୍ରକୁ ସିଝାଇ ଏହାର ରସ ପିଇଲେ ମିଳିଥାଏ ଅନେକ ଉପକାର। ଏହା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍‌ କ୍ଷରଣକୁ ସ୍ବାଭାବିକ କରେ। ସେହିପରି ଏଥିରେ ଥିବା ରାସାୟନିକ ପଦାର୍ଥ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଫଳରେ ହାର୍ଟ ଆଟାକ, କିଡ୍‌ନୀ ସମସ୍ୟା ଆଦିରୁ ମୁକ୍ତି ମିଳେ। ଏହାର ଚେରକୁ ଅରୁଆ ଚାଉଳ ଧୁଆ ପାଣିରେ ବାଟି ପିଇଲେ ଜଣ୍ଡିସ୍‌ରୁ ମୁକ୍ତି ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More