Only for Entertainment

ହାଇଜ୍ୟାକ ଫିଲ୍ମର ଟ୍ରେଲର ହେଲା ଲଂଚ, ସୁମିତ ବ୍ୟାସ ନେଇକି ଆସୁଛନ୍ତି ହସର ଜବରଦସ୍ତ ତଡକା ।

bollywoodchakar
0 52

ସୁମିତ ବ୍ୟାସ, ଏଭଳି ଏକ ନାମ ଡିଜିଟାଲ ଦୁନିଆରେ ଖୁବ ପ୍ରସିଦ୍ଧ ଅଟେ । ସେ ନେଇ ଆସୁଛନ୍ତି ନିଜର ଏକ ସୁପର କମେଡି ଫିଲ୍ମ ‘ହାଇଜ୍ୟାକ’ । ଏହି ଫିଲ୍ମ ଜରିଆରେ ସୁମିତ ଦର୍ଶକଙ୍କ ପାଇଁ ଏକ କମେଡି ଫିଲ୍ମର ଉପହାର ନେଇ ଆସୁଛନ୍ତି ।
ଆପଣଙ୍କୁ ଏଠାରେ ବହି ରଖୁଛୁ ଯେ ଏହି ଫିଲ୍ମ ଅପ୍ରେଲ ୨୦ରେ ରିଲିଜ ହେବ । ଏହାର ଟ୍ରେଲର ରିଲିଜ ହୋଇଯାଇଛି । ସୁମିତ ଏହାପୂର୍ବରୁ ସୋନମଙ୍କ ସହ ବିରେ ଦି ୱେଡିଙ୍ଗ ଫିଲ୍ମରେ କାମ କରିସାରିଛନ୍ତି ଯାହା କେବଳ ରିଲିଜ ହେବାକୁ ବାକି ଅଛି ।
ହାଇଜ୍ୟାକ ଫିଲ୍ମରେ ସୁମିତଙ୍କ ସହ ମନ୍ତ୍ର ମୁଗ୍ଧା ଏବଂ ସୋନାଲୀ ସେହଗଲଙ୍କ ଭଳି କଳାକାର ମାନେ ଅଭିନୟ କରୁଛନ୍ତି । ଦେଖନ୍ତୁ ଏହାର ଟ୍ରେଲର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More