Only for Entertainment

ଦ୍ୱିତୀୟ ପତ୍ନୀଙ୍କ ସହ ହିମେଶଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ ।

instagram
0 42

ହିମେଶ ରେଶମିୟା ଇନଷ୍ଟାଗ୍ରାମରେ ସେୟାର କରିଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ହିମେଶ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ନଜର ଆସିଛନ୍ତି । ହିମେଶ ଚଳିତ ବର୍ଷ ୧୧ମେ’ରେ ସୋନିଆଙ୍କ ସହ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କୁ ୨୦୧୭ ଜୁନ ୬ରେ ଛାଡପତ୍ର ଦେଇଥିଲେ । ଏହାପରେ ସେ ଦ୍ୱିତୀୟ ବିବାହ କରିଥିଲେ ।ଦ୍ୱିତୀୟୂ ବିବାହ ପରେ ପ୍ରଥମ ଥର ହିମେଶ ତାଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Selfie toh banti hai!

A post shared by Himesh Reshammiya (@realhimesh) on


ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁଯେ , ହିମେଶ ୨୧ବର୍ଷ ବୟସରେ କୋମଳଙ୍କୁ ବିବାହ କରିଥିଲେ । ଏହି ଦୁହିଁଙ୍କର ଏକ ପୁଅ ମଧ୍ୟ ଅଛି । ବିବାହର ୨୨ବର୍ଷ ପରେ ଦୁହେଁ ନିଜର ଇଚ୍ଛା ମୁତାବକ ୨୦୧୭ରେ ଅଲଗା ହୋଇଯାଇଥିଲେ । ଦୁହିଁଙ୍କ ଛାଡପତ୍ରର କାରଣ ସୋନିଆ ବୋଲି ଶୁଣିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More