Only for Entertainment

ଗୋପନରେ ବିବାହ ପରେ ପତ୍ନୀଙ୍କ ସହିତ ପ୍ରଥମ ଫଟୋ ସେୟାର କଲେ ହିମେଶ ରେଶମିୟା

Republic TV
0 46

ବଲିଉଡର ପ୍ରସିଦ୍ଧ ସିଙ୍ଗର ଏବଂ ମ୍ୟୁଜିକ କମ୍ପୋଜର ହିମେଶ ରେଶମିୟା ନିଜର ଲଙ୍ଗ ଟାଇମ ଗର୍ଲଫ୍ରେଣ୍ଡ ସାନିଆଙ୍କୁ ବିବାହ କରିଥିବାର ସୂଚନା ଆମେ ପୂର୍ବରୁ ଦେଇଥିଲୁ । କିନ୍ତୁ ଏହା କେତେ ଦୂର ସତ ତାହାର ଖୁଲାସା ଖୋଦ ହିମେଶ କରିଛନ୍ତି ।

ହିମେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ଫଟୋ ସେୟାର କରିଛନ୍ତି । ଫଟୋରେ ହିମେଶ ଏବଂ ସାନିଆ ବର ବଧୂ ବେଶରେ ନଜର ଆସିଛନ୍ତି । ଦେଖନ୍ତୁ ବିବାହର କିଛି ଫଟୋ

himesh with his wife

himesh1

himesh2

ସୋନିଆଙ୍କୁ ବିବାହ କରିବା ପୂର୍ବରୁ ହିମେଶ ୨୨ ବର୍ଷର ବିବାହକୁ ଭାଙ୍ଗିଥିଲେ । ଗତବର୍ଷ ସେ ପ୍ରଥମ ପତ୍ନୀ କୋମଲଙ୍କ ସହିତ ବିବାହ ବିଚ୍ଛେଦ କରିଥିଲେ । ହିମେଶଙ୍କ ଦ୍ୱିତୀୟ ପତ୍ନୀ ସୋନିଆ ଜଣେ ଟିଭି ଅଭିନେତ୍ରୀ । ସେ ‘କିଟ୍ଟି ପାର୍ଟି’, ‘ପିୟା କା ଘର’, ‘ଆ ଗଲେ ଲଗ ଜା’ ପରି ଅନେକ ଟିଭି ଧାରାବାହିକରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More