Only for Entertainment

ବଏଫ୍ରେଣ୍ଡ ରକି ସହିତ ପୁଲରେ ହିନା ଖାନଙ୍କ ଅଣ୍ଡରୱାଟର ଡେଟ ।

aajtak
31

ବିଗବସ ପ୍ରତିଯୋଗୀ ହିନା ଖାନ ଏବେ ବଏଫ୍ରେଣ୍ଡ ସହିତ ରକି ଜସବାଲଙ୍କ ସହିତ ଛୁଟି ମନାଉଛନ୍ତି । ଏବେ ସୋସିଆଲ ମିଡିଆରେ ହିନାଙ୍କ ମୋନୋକୋନି ଫଟୋ ଭାଇରାଲ ହେଉଛି । ଏବେ ହିନା ଏବଂ ରକିଙ୍କର ଏକ ଭିଡ଼ିଓ ସୋସିଆଲ ମଇଡିଆରେ ଧୁମ ମଚାଉଛି ।ତାଙ୍କର ଏହି ଭିଡ଼ିଓ ମାଲଦୀପର ।

 

ଏହି ଭିଡ଼ିଓରେ ଦୁଇ ଜଣ ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି । ଦୁଇ ଜଣ ପାଣି ଭିତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ସେ ଏହି ଭିଡ଼ିଓକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।ଏହା ସହିତ ଏକ ରୋମାଂଟିକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More