Only for Entertainment

ହୀନା ଖାନଙ୍କ ନୂଆ ଗୀତର ଟିଜର ରିଲିଜ ।

aajtak
0 43

ବିଗ ବସ ପ୍ରତିରୋଗୀ ଏବଂ ୟେ ରିସ୍ତା କ୍ୟା କେହଲାତା ହୈରେ ନଜର ଆସିଥିବା ଅଭିନେତ୍ରୀ ହିନା ଖାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ପୁଣି ଏକ ସରପ୍ରାଇଜ ନେଇ ଆସିଛନ୍ତି । ଏହି ବିଷୟରେ ନିଜେ ହୀନା ଖାନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ କହିଛନ୍ତି । ହିନା ଏହି ଗୀତର ଟିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଗୀତର ନାମ ଭସୋଡି । ଏହା ୧୭ ତାରିଖ ସଂଧ୍ୟାରେ ୬ଟାରେ ରିଲିଜ ହେବ ।

ହିନାଙ୍କୁ ଅଧିକାଂଶ ସମୟରେ ବିଗବସ ଘରେ ଗୀତ ଗାଉଥିବାର ନଜର ଆସିଥିଲେ କିନ୍ତୁ ଏବେ ସେ ନିଜେ ତାଙ୍କ କଣ୍ଠରେ ନିଜର ଏକ କମର୍ସିଆଲ ମ୍ୟୁଜିକ ଭିଡ଼ିଓ ନେଇ ଆସୁଛନ୍ତି । ତେବେ ଏବେ କେବଳ ଜଣାପଡ଼ିବ ଦର୍ଶକ ଏହାକୁ କେତେ ଭଲ ପାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More