Only for Entertainment

ୟୁଜର୍ସ: ଗର୍ଭବତୀ ଅଛନ୍ତି ହିନା ଖାନ?

amarujala
54

ବିଗବସ ପରେ ପରେ ସୋସିଆଲ ମିଡିଆରେ ହିନାଙ୍କ ଫଟୋ ପ୍ରାୟ ଭାଇରାଲ ହେଉଛି । ନିଜ ପୋଷ୍ଟକୁ ନେଇ ହିନା ଟ୍ରୋଲ ହୋଇଯାଆନ୍ତି । ଏହିଥର ମଧ୍ୟ ହିନା ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି । ଫଟୋରେ ହିନା ଗୋଲାପୀ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ଏହା ସହିତ ସେ ଏକ କ୍ଲାସି ହେୟାରବ୍ୟାଣ୍ଡ ମଧ୍ୟ କ୍ୟାରୀ କରିଛନ୍ତି ।

ଫଟୋରେ ହିନା ସମର ଲୁକରେ ନଜର ଆସିଛନ୍ତି । କିନ୍ତୁ ଫଟୋ ଦେଖି ୟୁଜର୍ସ ଟ୍ରୋଲ କରୁଛନ୍ତି । ତେବେ ଫଟୋ ଦେଖି ହିନାଙ୍କୁ ୟୁଜର୍ସ ଲେଖିଛନ୍ତି ତୁମେ ଗର୍ଭବତୀ ଅଛକି? ଅନ୍ୟ ଜଣେ ଲେଖିଛନ୍ତି ମୁଁ ଯେତେବେଳେ ଗର୍ଭବତୀ ଥିଲି ଏହିଭଳି ଡ୍ରେସ ପିନ୍ଧୁଥିଲି । ଆଉ ଜଣେ ଲେଖିଛି ପୂରା ଖରାପ ଲାଗୁଛ । ଆଉ କେତେ ଜଣ ଲେଖିଛନ୍ତି ହିନା ତୁମେ ଭୋଟ କାହିଁ କଲ ନାହିଁ?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More