Only for Entertainment

ଡ୍ରେସକୁ ନେଇ ପୁଣିଥରେ ଟ୍ରୋଲ ହେଲେ ହିନା ଖାନ, ୟୁଜର କହିଲେ….

amar ujala
0 51

ଟିଭି ଅଭିନେତ୍ରୀ ହିନା ଖାନ କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଅଭିନେତ୍ରୀ ହିନା ଇଂଷ୍ଟାଗ୍ରାମରେ ନିଜର କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ନେଇ ତାଙ୍କର କିଛି ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି ।

hina-khan1-ll

ଏହି ଫଟୋରେ ହିନା ପିଙ୍କ କଲରର ଅଫ ସୋଲଡର ସର୍ଟ ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ ହଟ ଦେଖାଯାଉଥିଲେ । ଡ୍ରେସ ସହିତ ସେ କିଛି ଗହଣା କ୍ୟାରି କରିନଥିଲେ । ମିନିମମ ମେକଅପ ସହିତ ସେ ବ୍ଲାକ ଶୁଜ ପିନ୍ଧିଥିବା ନଜର ଆସିଛି । କିନ୍ତୁ ତାଙ୍କର ଏହି ଲୁକକୁ ନେଇ ଅନେକ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର ଫଟୋରେ କମେଣ୍ଟ କରି ଲେଖିଛନ୍ତି ଲାଜ କର ତୁମେ ଜଣେ ମୁସଲମାନ ।

hina-khan-ll

କହିରଖୁଛୁ ଯେ ହିନା ଖାନ ଖୁବଙ୍କୁ ଶୀଘ୍ର ଏକତା କପୁରଙ୍କ ଟିଭି ଶୋ’ ‘କସୌଟି ଜିନ୍ଦେଗୀ କି ୨’ରେ କମୋଲିକା ଭୂମିକାରେ ଦେଖିବାକୁ ମିଳିବ । ଏହା ଏକ ନେଗେଟିଭ କ୍ୟାରେକ୍ଟର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More