ଗର୍ଲଫ୍ରେଣ୍ଡ ସାରା ଡିନାକିନଙ୍କ ସହିତ କଫି ଡେଟରେ କ୍ରିଷ୍ଟନ ସ୍ଟିବର୍ଟ, ନଜର ଆସିଲା ବ୍ରାଲେସ ଲୁକ !
ନିକଟରେ ପ୍ରସିଦ୍ଧ ଆମେରିକା ଅଭିନେତ୍ରୀ, ମଡେଲ ଏବଂ ନିର୍ଦ୍ଦେଶକ କ୍ରିଷ୍ଟନ ସ୍ଟିବର୍ଟ ନିଜ ନୂଆ ଗର୍ଲଫ୍ରେଣ୍ଡ ସାରା ଡିନକିନଙ୍କ ସହ କାର୍ଲିଫର୍ଣ୍ଣିଆର ଲସ ଫେଲିଜରେ କଫି ଡେଟରେ ବ୍ରାଲେସ ନଜର ଆସିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ପୂର୍ବ ବର୍ଷ ଡିସେମ୍ବରରେ ତାଙ୍କର ଅଭିନେତ୍ରୀ ସାରା ଡିନକିନଙ୍କ ସହ ଅଫେୟାର ଆରମ୍ଭ ହୋଇଥିଲା । ଏହି ଖବର ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଶ୍ଚର୍ଯ୍ୟକର ଥିଲା, କାରଣ କାହାକୁ ଏହି ବିଷୟରେ ଜଣାନଥିଲା ଯେ ଗର୍ଲଫ୍ରେଣ୍ଡ ଷ୍ଟେଲା ମ୍ୟାକ୍ସୱେଲଙ୍କ ସହ ବ୍ରେକଅପ କରି ସାରିଛନ୍ତି । ସ୍ଟେଲା ମ୍ୟାକ୍ସୱେଲଙ୍କୁ ୨୦୧୭ଜାନୁୟାରୀରେ ଡେଟ କରିଥିଲେ , ଦୁହିଁଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିଲା । ଅସଲରେ ଷ୍ଟେଲା ମ୍ୟାକ୍ସେୱେଲ ଫେମସ ମଡେଲ ଲାଂଜେଲିଙ୍କ ସହ ଡେଟ କରୁଛନ୍ତି ।
କ୍ରିଷ୍ଟନ ସାରାଙ୍କ ସହ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି । ଏସିଡ ୱାଶ ରିପ୍ଡ ଜିନ୍ସ ସହ ସେ ଗ୍ରେ କଲରର ସିମ୍ପଲ ସାର୍ଟ ପିନ୍ଧିଛନ୍ତି । ସେହିଭଳି ସାରା ଲୁକରେ ଥିଲେ ଏବଂ ସେ ବ୍ଲୁ ଜିନ୍ସ ସହ ମଷ୍ଟର୍ଡ କଲର ସ୍ୱିଟସାର୍ଟ ପିନ୍ଧିଛନ୍ତି ।