Only for Entertainment

ଦାନ୍ତକୁ ମୋତି ପରି ଚମକାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

FashionBuzzer
37

କୁହାଯାଏ ଆପଣଙ୍କ ଚେହେରାର ସୁନ୍ଦରତା ବଢାଇବାରେ ଆପଣଙ୍କ ହସ ମୁଖ୍ୟ ଭୂମିକା ତୁଲାଇ ଥାଏ । କିନ୍ତୁ ଯଦି ଆପଣଙ୍କ ଦାନ୍ତ ଦଳଦିଆ ପଡିଥାଏ ତେବେ ଏହା ଆପଣଙ୍କ ହସକୁ ଫିକା କରିପାରେ । ତେବେ ଏହି ଦଳହିଆ ଦାନ୍ତକୁ ଚମକାଇବା ପାଇଁ ଆପଣ କିଛି ସରଳ ଘରୋଇ ଉପଚାର କରିପାରିବେ ।

କମଳା ଚୋପା ଏବଂ ତୁଳସୀ-
କମଳା ଚୋପା ଏବଂ ତୁଳସୀ ପତ୍ରକୁ ଶୁଖାଇ ତାହାର ପାଉଡର ପ୍ରସ୍ତୁତ କରନ୍ତୁ । ପ୍ରତ୍ୟେକ ଦିନ ବ୍ରସ କରିବା ପରେ ଏହି ପାଉଡରରେ ଦାନ୍ତକୁ ମସାଜ କରନ୍ତୁ । ଏପରି କରିବା ଦ୍ୱାରା ଦାନ୍ତର ହଳଦିଆ ପଣ ଦୂର ହୋଇଥାଏ ।

କଦଳୀ ଚୋପା-
କଦଳୀ ଆମ ଶରୀର ପାଇଁ କୌଣ ସି ବରଦାନ ଠାରୁ କମ ନୁହେଁ । ତେବେ ଏ ହାର ଚୋପା ମଧ୍ୟ ଆମ ଦାନ୍ତ ପାଇଁ ଖୁବ ଉପକାରୀ । କଦଳୀ ଚୋପାର ଭିତର ଭାଗକୁ ଦାନ୍ତରେ ରଗଡନ୍ତୁ । ଏହା ଦ୍ୱାରା ଆପମଙ୍କ ଦାନ୍ତୁ ଉଜ୍ଜଳ ଦେଖାଯିବ ।

ବେକିଂ ସୋଢା ଏବଂ ଲୁଣ-
ହଳଦିଆ ଦାନ୍ତ ପାଇଁ ଏକ ଚାମଚ ବେକିଂ ସୋଢାରେ କିଛି ଲୁଣ ମିଶାନ୍ତୁ । ଏବେ ଏହି ପେଷ୍ଟକୁ ଦଳଦିଆ ପଡିଥିବା ଦାନ୍ତରେ ୨-୩ ମିନିଟ ଯାଏଁ ବ୍ରସରେ ଘଷନ୍ତୁ । ଆପମଙ୍କ ଦାନ୍ତୁ ମୋନତି ପରି ଚମକିବ ।

ନିମ୍ବ-
ପ୍ରତ୍ୟେକ ଦିନ ନିମ୍ବ ଦାନ୍ତକାଠିରେ ବ୍ରସ କରିବା ଦ୍ୱାରା ଦାନ୍ତର ଅନେକ ସମସ୍ୟା ଦୂର ହୋଇଥାଏ ।

ଲେମ୍ବୁ-
ଅଧା ,ଚାମଚ ଲେମ୍ବୁ ରସରେ ପା ଣି ମିଶା ଇ ଦାନˆରେ ମସାଜ କରନ୍ତୁ ଏପରି କରିବା ଦ୍ୱାରା ଦଳଦିଆ ଦାନ୍ତ ଉଜ୍ଜ୍ୱଳ ଦେଖାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More