Only for Entertainment

ଡାଲିମ୍ବରୁ ପ୍ରସ୍ତୁତ କରନ୍ତୁ ନ୍ୟାଚୁରାଲ ସ୍କ୍ରବ, ଗୋଟିଏ ସପ୍ତାହରେ ଦୂର ଦେବ ଚେହେରାର ଦାଗ ।

This Mama Loves
0 50

ଡାଳିମ୍ବ ଖାଇବା କାହାକୁ ବା ପସନ୍ଦ ନୁହେଁ । ଡାଳିମ୍ବରେ ଭିଟାମିନ ଏ, ଭିଟାମିନ ସି, ଫଲିକ ଏସିଡ ଏବଂ ଅନେକ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ ଯାହା ସୁସ୍ଥ ରହିବ ପାଇଁ ବେଶ ଉପକାରୀ । କିନ୍ତୁ ଆପଣ ଜାଣିଛନ୍ତି କି ଡାଲିମ୍ବକୁ ସ୍କ୍ରବ ରୂପେ ମଧ୍ୟ ବ୍ୟବହାର କରିହେବ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କିପରି ଡାଲିମ୍ବକୁ ସ୍କ୍ରବ ରୂପରେ ବ୍ୟବହାର କରି ସୁନ୍ଦରତା ବୃଦ୍ଧି କରିପାରିବେ ।

ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ସ୍କ୍ରବ-

ସାମଗ୍ରୀ- ନଡିଆ ତେଲ- ୧୧/୨ ଚାମଚ, ସୁଗାର-୧/୨ ଚାମଚ, ଡାଲିମ୍ବ ମଞ୍ଜି-୫ ଚାମଚ, ମଲାଇ- ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ-
ଡାଲିମ୍ବ ସ୍କ୍ରବ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚିନିକୁ ଭଲ ଭାବେ ପେସି ଦିଅନ୍ତୁ । ଏହାପରେ ସେଥିରେ ଡାଲିମ୍ବ ମଞ୍ଜି ପକାଇ କ୍ରସ କରନ୍ତୁ । ଏହାପରେ ଏହି ମିଶରଣରେ ସମସ୍ତ ସାମଗ୍ରୀ ପକାଇ ମିଶାଇ ଦିଅନ୍ତୁ । ଆପଣଙ୍କର ସ୍କ୍ରବ ପ୍ରସ୍ତୁତ ହୋଇଗଲା ।
କିପରି କରିବେ ବ୍ୟବହାର-
ସ୍କ୍ରବକୁ ବ୍ୟବହାର କରିବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇଦିଅନ୍ତୁ । ବର୍ତ୍ତମାନ ହାଲକା ହାଲକାରେ ଏହାକୁ ସର୍କୁଲାର ମୋଶନରେ ୧୦ ମିନିଟ ଯାଏଁ ମସାଜ କରନ୍ତୁ । ଏହାକୁ ଲଗାଇବା ଦ୍ୱାରା ଡେଡ ସ୍କ୍ରିନ ହଟିଯିବ ଏବଂ ଚେହେରାରେ ଗ୍ଲୋ ଆସିବ । ସପ୍ତାହକୁ ୩ ଥର ଏହାକୁ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More