Only for Entertainment

ରାଖୀ ସାୱନ୍ତଙ୍କୁ ଝଟକା ! ହନିପ୍ରୀତଙ୍କ ମା’ ପଠାଇଲେ ୫କୋଟିର ନୋଟିସ!

The Quint
0 48

ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ଦ୍ୱାରା କିଛି ଦିନ ପୂର୍ବେ ହନିପ୍ରିତ ଏବଂ ଡେରା ସଚ୍ଚା ସୌଦା ମରକ୍ଷକ୍ଷକ୍ଟ ଗୁରମିତ ରାମ ରହିମ ଇନ୍ସା ବିପକ୍ଷରେ ଦିଆଯାଇଥିବା ବୟାନକୁ ନେଇ ଅସୁବିଧା ବଢିବାରେ ଲାଗିଛି । କାରଣ ହନିପ୍ରୀତଙ୍କ ମା ଆଶା ତନେଜା ରାଖି ସାୱନ୍ତ ଙ୍କୁ ୫କୋଟି ଟଙ୍କାର ନୋଟିସ ପଠାଇଛନ୍ତି । ଓକିଲ ମୋମିନ ମଲ୍ଲିକ ଏହି ନୋଟିସ ପଠାଇଛନ୍ତି । ସେ ଗଣମାଧ୍ୟମରେ କହିଛନ୍ତି ଯେ ରାଖି ସାୱନ୍ତ ୩୦ଦିନ ମଧ୍ୟରେ କ୍ଷମା ମାଗିଲେ ସେ ତାଙ୍କ ବିପକ୍ଷରେ ମୋକଦ୍ଦମା ରୁଜୁ କରିବେ ।

ଇନସପେକ୍ଟର ନଟି.କେରେ ଯାଦୁ ଦେଖାଇବେ ଅଶୋକ

The Indian Express

ରାମ ରହିମ ମାମଲାରେ ହନିପ୍ରୀତଙ୍କ ନାଁକୁ ରାଖୀ ସାୱନ୍ତ ଖରାପ କରୁଥିବା ହନିପ୍ରୀତଙ୍କ ମା ଆରୋପ ଲଗାଇଛନ୍ତି । ରାଖୀ ସାୱନ୍ତ ରାମରହିମଙ୍କ ମାମଲାରେ ହନିପ୍ରୀତଙ୍କ ବିରୁଦ୍ଧରେ ଦେଇଥିବା ବିବାଦୀୟ ବୟାନକୁ ଫେରସ୍ତ ନେବା ଲାଗି ଓକିଲ କହିଛନ୍ତି ।

ଯଦି ରାଖୀ ସାୱନ୍ତ ଏଭଳି ନକରନ୍ତି ତେବେ ତାଙ୍କ ବିରୁଦ୍ଧରେ ୫କୋଟିର ମାନହାନି ମୋକଦ୍ଦମା କରାଯିବ । ଆଜି ରାଖୀ ସାୱନ୍ତଙ୍କ ବିରୁଦ୍ଧରେ ୫କୋଟିର ଆଇନଗତ ନୋଟିସ ଜାରି କରାଯାଇଛି । ୩୦ଦିନ ମଧ୍ୟରେ କ୍ଷମା ନମାଗିଲେ କ୍ଷତିପୂରଣ ଲାଗି ୫କୋଟି ଟଙ୍କା ଜୋରିମାନା ଦେବେ ବୋଲି ମୋକଦ୍ଦମା ରୁଜୁ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More