Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
36

ମେଷ:ରବି ଓ ସୋମବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରତ୍ୟେକ କାମ ଏକାଗ୍ରତା ସହିତ କରିବେ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

ବୃଷ: ରବି ଓ ସୋମବାର: ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାଗ୍ୟର ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ମିଥୁନ: ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ରୁଚି ନେଇ ପାରନ୍ତି। ମଙ୍ଗଳ, ବୁଧ ଓ ଗୁରୁବାର: ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ମିତ୍ରଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

କର୍କଟ: ରବି ଓ ସୋମବାର: ଶତ୍ରୁଙ୍କୁ ପରାସ୍ତ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବଡ଼ କମ୍ପାନି ସହିତ ସଉଦା କରିପାରନ୍ତି। ଶୁକ୍ର ଓ ଶନିବାର: କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ।

 

ସି˚ହ: ରବି ଓ ସୋମବାର: ଜୀବନରେ ଉନ୍ନତି ପାଇଁ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁକ୍ର ଓ ଶନିବାର: ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି।

କନ୍ୟା: ରବି ଓ ସୋମବାର: କ୍ୟାରିୟର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ପ୍ରଗତି ହେବ।

 

ତୁଳା: ରବି ଓ ସୋମବାର: ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ସଂପର୍କୀୟ ଘରକୁ ଆସିବେ। ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ କାମ ପୂରା ହେବ।

 

ବିଛା: ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: କାନୁନ ମାମଲା ସହଜରେ ସମାଧାନ ହୋଇଯିବ। ଶୁକ୍ର ଓ ଶନିବାର: କିଛି କାମରେ ଭଲ ନଜର ଆସିବ।

ଧନୁ: ରବି ଓ ସୋମବାର: କାମରେ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ସିନିୟରଙ୍କ ଠାରୁ କିଛି ଶିକ୍ଷା ଲାଭ କରିବେ। ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।

 

ମକର: ରବି ଓ ସୋମବାର: ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଅଚାନକ ଧନପ୍ରାପ୍ତି ହେବ।

 

କୁମ୍ଭ: ରବି ଓ ସୋମବାର: ଧନଲାଭର ଅବସର ପ୍ରାପ୍ତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବିଦେଶରୁ ଭଲ ଖବର ପାଇବେ। ଶୁକ୍ର ଓ ଶନିବାର: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚା ରହିବ।

 

ମୀନ: ରବି ଓ ସୋମବାର: ବେପାରରେ ଅଚାନକ ଫାଇଦା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଶୁକ୍ର ଓ ଶନିବାର: ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More