Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
36

ମେଷ: ରବି ଓ ସୋମବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ମଙ୍ଗଳ ଓ ବୁଧବାର: ମନ ଚାହୁଥିବା ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ। ଶନିବାର: ପୂଜାପାଠରେ ସମୟ ବିତିବ।

ବୃଷ: ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ସଫଳତା ମିଳିପାରେ। ମଙ୍ଗଳ ଓ ବୁଧବାର: ବେପାରରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ଶନିବାର: ଧର୍ମ କର୍ମରେ ରୁଚି ବଢ଼ିବ।

ମିଥୁନ: ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶନିବାର: ଭାବ ପ୍ରବଣ ରହିବେ

କର୍କଟ: ରବି ଓ ସୋମବାର: ସୁଖଦ ସମାଚାର ମିଳିବ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁ ଓ ଶୁକ୍ରବାର: ଅଚାନକ ଧନଲାଭ ହେବ। ଶନିବାର: ପ୍ରେମ ସମ୍ବନ୍ଧ ଭଲ ରହିବ।

 

ସି˚ହ: ରବି ଓ ସୋମବାର: ଧନପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ଗୁରୁ ଓ ଶୁକ୍ରବାର: ବ୍ୟକ୍ତିତ୍ଵର ବିକାଶ ହେବ। ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

କନ୍ୟା: ରବି ଓ ସୋମବାର: ନୂଆ କାମ ଆରମ୍ଭ କରିବେ। ମଙ୍ଗଳ ଓ ବୁଧବାର: ପ୍ରୟାସରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ମନ ଲିଖନ କାର୍ଯ୍ୟରେ ଲାଗି ରହିବ। ଶନିବାର: ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ।

 

ତୁଳା: ରବି ଓ ସୋମବାର: କାମରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶନିବାର: ଯାତ୍ରା ଲାଭପ୍ରଦ ହେବ।

 

ବିଛା:ରବି ଓ ସୋମବାର: ଚାକିରି ବୃତ୍ତିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ଆପଣଙ୍କ କଥାକୁ ଲୋକେ ଗୁରୁତ୍ଵ ଦେବେ। ଗୁରୁ ଓ ଶୁକ୍ରବାର: ଘରର ମାହୋଲ ଭଲ ରହିବ। ଶନିବାର: ମନରେ ନୂଆ ନୂଆ ବିଚାର ଆସିବ।

ଧନୁ: ରବି ଓ ସୋମବାର: ଅନୈତିକ କାର୍ଯ୍ୟରେ ରୁଚି ବଢ଼ିପାରେ। ମଙ୍ଗଳ ଓ ବୁଧବାର: ଆମଦାନୀର ନୂଆ ସାଧନ ମିଳିବ। ଗୁରୁ ଓ ଶୁକ୍ରବାର: ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶନିବାର: ସୁଖ ସୁବିଧା ବୃଦ୍ଧି ହେବ।

 

ମକର: ରବି ଓ ସୋମବାର: ନାମ ଓ ଯଶ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଉନ୍ନତିର ଦ୍ଵାର ଖୋଲିବ। ଗୁରୁ ଓ ଶୁକ୍ରବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ଶନିବାର: ପରିଶ୍ରମ ଅଧିକ କରନ୍ତୁ ସଫଳତା ମିଳିବ।

 

କୁମ୍ଭ: ରବି ଓ ସୋମବାର: ଧନଲାଭର ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଧର୍ମ କର୍ମରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: କୌଣସି ନୂଆ କାମ ଆରମ୍ଭ କରିବେ। ଶନିବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ।

 

ମୀନ: ରବି ଓ ସେମାବାର: ନୂଆ ଊର୍ଜା ଅନୁଭବ କରିବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ। ଗୁରୁ ଓ ଶୁକ୍ରବାର: ସତ୍ୟର ସାଥ୍‌ ଦେବେ। ଶନିବାର: ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More