Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
33

ରବିବାର: ଦିନଟି ଖୁସିଭରା ରହିବ। ସୋମ, ମଙ୍ଗଳ ଓ ବୁଧବାର: ସୀମା ବୃଦ୍ଧି କରିବାରେ ଉଦ୍ୟମ କରିବେ। ଗୁରୁ ଓ ଶୁକ୍ରବାର: ବେପାରରେ ଅଚାନକ ଫାଇଦା ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ପରିଶ୍ରମ କରନ୍ତୁ ସଫଳତା ମିଳିବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ଭାବିଥିବା କାମ ପୂରା ହେବ।

ରବିବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଗୁରୁ ଓ ଶୁକ୍ରବାର: ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ଶନିବାର: ସାମାଜିକ କାର୍ଯ୍ୟରେ ସମୟ କଟିବ।

 

 

ରବିବାର: ଆୟର ନୂଆ ସ୍ରୋତ ଆସିପାରେ। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ। ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

 

 

ରବିବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ସୋମ, ମଙ୍ଗଳ ଓ ବୁଧବାର: ସ୍ଥଗିତ ଥିବା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ ମେଳମିଳାପ ବଢ଼ିବ। ଶନିବାର: ଦିନଟି ବ୍ୟସ୍ତତାରେ କଟିବ।

 

ରବିବାର: ଦାୟିତ୍ଵ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଘରୋଇ ସାମଗ୍ରୀ କିଣିପାରନ୍ତି। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

 

 

ରବିବାର: ମନର ଆଶା ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି ସଂପର୍କୀୟ ଘରକୁ ଆସିବେ। ଗୁରୁ ଓ ଶୁକ୍ରବାର: କିଛି ନୂଆ କରିବା ପାଇଁ ଚିନ୍ତା କରିବେ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

 

 

ରବିବାର: ନୂଆ ପରିଯୋଜନା ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ହେବ। ଗୁରୁ ଓ ଶୁକ୍ରବାର: ସମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶନିବାର: ପ୍ରେମରେ ସଫଳତା ମିଳିବ।

 

 

ରବିବାର: ଉପହାର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ବଢ଼ିଆ ରହିବ। ଗୁରୁ ଓ ଶୁକ୍ରବାର: ମିତ୍ରଙ୍କଠାରୁ ସହଯୋଗ ପ୍ରାପ୍ତ କରିବେ। ଶନିବାର: ମନମୁତାବକ ସବୁ କାମ ପୂରା ହେବ।

 

 

ରବିବାର: ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟକ୍ତିତ୍ଵ ବିକଶିତ ହୋଇପାରେ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

 

 

ରବିବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ। ଗୁରୁ ଓ ଶୁକ୍ରବାର: ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବ। ଶନିବାର: ଧନଲାଭ ହେବ।

 

 

ରବିବାର: ବେପାରରେ ଉନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର: ଅଚାନକ ଧନପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ଶନିବାର: ମାନସମ୍ମାନ ବୃଦ୍ଧି ହେବ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More