Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

49

ମେଷ: ରବିବାର: ମିତ୍ରଙ୍କ ସହିତ ସମ୍ବନ୍ଧ ଭଲ ହେବ। ସୋମ ଓ ମଙ୍ଗଳବାର: ନେତାଙ୍କୁ ପରିଶ୍ରମର ଫଳ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ବ୍ୟବସାୟରେ ଉନ୍ନତି ହେବ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

 0

ମେଷ: ରବିବାର: ମିତ୍ରଙ୍କ ସହିତ ସମ୍ବନ୍ଧ ଭଲ ହେବ। ସୋମ ଓ ମଙ୍ଗଳବାର: ନେତାଙ୍କୁ ପରିଶ୍ରମର ଫଳ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ବ୍ୟବସାୟରେ ଉନ୍ନତି ହେବ।

ବୃଷ: ରବିବାର: ଶତ୍ରୁଙ୍କୁ ଜୟ କରିବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବୁଧ, ଗୁରୁ ଓ ଶୁକ୍ରବାର: କିଛି କାମରେ ଫାଇଦା ହୋଇପାରେ। ଶନିବାର: ଜୀବନସାଥୀଙ୍କ ସହିତ ପ୍ରେମ ବଢ଼ିବ।

ମିଥୁନ:ରବିବାର: ପ୍ରିୟଜନ ମିଳିନ। ସୋମ ଓ ମଙ୍ଗଳବାର: ଆୟର ନୂଆ ସ୍ରୋତ ଆସିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କୁ ମନର କଥା କହିବେ। ଶନିବାର: ଅଫିସ୍‌ରେ କିଛି ନୂଆ କରିପାରନ୍ତି।

କର୍କଟ:ରବିବାର: କୌଣସି ନୂଆ ସୁଯୋଗ ମିଳିବ। ସୋମ ଓ ମଙ୍ଗଳବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ ଦାୟିତ୍ଵ ମିଳିପାରେ। ଶନିବାର: ଘରକୁ ଅତିଥି ଆସିବେ।

ସି˚ହ: ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ପଦ ପ୍ରାପ୍ତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ମାମଲାରେ ସୁଧାର ହୋଇପାରେ। ଶନିବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ।

କନ୍ୟା: ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ଆର୍ଥିକ ପକ୍ଷ ମଜଭୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି କାମକୁ ନେଇ ଆପଣଙ୍କର ପ୍ରଶଂସା ହେବ। ଶନିବାର: ବନ୍ଧୁ ମିଳନ।

ତୁଳା:ରବିବାର: ସବୁ କାମ ଭଲ ଢଙ୍ଗରେ କରିନେବେ। ସୋମ ଓ ମଙ୍ଗଳବାର: ଅଚାନକ ଧନପ୍ରାପ୍ତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ପାଇବେ। ଶନିବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବିଛା: ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ପ୍ରଗତି ହେବ। ଶନିବାର: ମନର କଥା ବନ୍ଧୁଙ୍କ ସହିତ ବାଣ୍ଟିବେ।

ଧନୁ: ରବିବାର: ବନ୍ଧୁଙ୍କ ସହିତ ବୁଲିଯିବେ। ସୋମ ଓ ମଙ୍ଗଳବାର: ପରିବାରର ଦାୟିତ୍ଵ ନିର୍ବାହ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତି ନିର୍ଦ୍ଦିଷ୍ଟ ସମୟରେ କାମ ପୂରା ହେବ। ଶନିବାର: ଧନଲାଭ ହେବ।

ମକର: ରବିବାର: ନୂଆ କାମ ପାଇବେ। ସୋମ ଓ ମଙ୍ଗଳବାର: ସମାଜରେ ମାନସମ୍ମାନ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଯୋଜନାକୁ ଗୁପ୍ତ ରଖନ୍ତୁ ସଫଳତା ମିଳିବ। ଶନିବାର: ଦାୟିତ୍ଵକୁ ଭଲ ଭାବେ ନିର୍ବାହ କରିବେ।

କୁମ୍ଭ:ରବିବାର: ମନକୁ ଶାନ୍ତି ମିଳିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ମୀନ: ରବିବାର: ଭାବିଚିନ୍ତି କାମ କରନ୍ତୁ। ସୋମ ଓ ମଙ୍ଗଳବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି ନୂଆ କାମ ଶୁଭାରମ୍ଭ କରିବେ। ଶନିବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More