Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

47

ରବି, ସୋମ ଓ ମଙ୍ଗଳବାର: ନିଜ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଶୁକ୍ର ଓ ଶନିବାର: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ।

ରବି, ସୋମ ଓ ମଙ୍ଗଳବାର: କୌଣସି କାମ ଲାଗି ସମ୍ମାନିତ ହେବେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: ବିଦେଶ ଯାତ୍ରାର ଯୋଗ ରହିଛି। ବୁଧ ଓ ଗୁରୁବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ଶୁକ୍ର ଓ ଶନିବାର: ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ କାମରେ ଯିବାକୁ ଥିବା ଯାତ୍ରା ସାର୍ଥକ ରହିବ। ବୁଧ ଓ ଗୁରୁବାର: ବନ୍ଧୁଙ୍କ ସହିତ କୌଣସି ଖାସ୍‌ ବିଷୟ ଉପରେ କଥାବର୍ତ୍ତା ହେବେ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି, ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂରା ହୋଇଯିବ। ବୁଧ ଓ ଗୁରୁବାର: ଆପଣଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ଖୁସି ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ସ୍ରୋତ ସାମ୍‌ନାକୁ ଆସିବ। ବୁଧ ଓ ଗୁରୁବାର: ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ଶୁକ୍ର ଓ ଶନିବାର: ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ମିଳିବ।

ରବି, ସୋମ ଓ ମଙ୍ଗଳବାର: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବୁଧ ଓ ଗୁରୁବାର: ଅଫିସ୍‌ରେ ଆପଣଙ୍କୁ ଦାୟିତ୍ଵପୂର୍ଣ୍ଣ କାମ ମିଳିବ। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ବେପାରରେ ସଫଳତା ଓ ଲାଭ ପାଇବେ। ବୁଧ ଓ ଗୁରୁବାର: ନୂଆ ସଉଦା କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ଠାରୁ କାମରେ ସାହାଯ୍ୟ ମିଳିବ।

ରବି, ସୋମ ଓ ମଙ୍ଗଳବାର: ସ୍ୱାସ୍ଥ୍ୟରେ ଅବନତି ହୋଇପାରେ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

ରବି, ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧରେ ସଫଳତା ମିଳିପାରେ। ବୁଧ ଓ ଗୁରୁବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଶୁକ୍ର ଓ ଶନିବାର: ପାରିବାରିକ ଦାୟିତ୍ଵକୁ ଭଲ ଭାବେ ନିର୍ବାହ କରିବେ।

ରବି, ସୋମ ଓ ମଙ୍ଗଳବାର: ଅଧିକାରୀଙ୍କ ସହଯୋଗ ପାଇବେ। ବୁଧ ଓ ଗୁରୁବାର: ଭାବିଥିବା କାର୍ଯ୍ୟର ଗତି ମଜଭୁତ ହେବ। ଶୁକ୍ର ଓ ଶନିବାର: ଜମି ଦଲାଲଙ୍କ ସହିତ ନୂଆ ସଉଦା ଚୂଡ଼ାନ୍ତ ହେବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟର ପ୍ରଗତି ଲାଗି ସମୟ ଅନୁକୂଳ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶୁକ୍ର ଓ ଶନିବାର: କବି ଲୋକ କୌଣସି ନୂଆ କବିତା ରଚନା କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More