Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

23

ରବି ଓ ସୋମବାର: ପଇସା ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର: କିଛି ନୂଆ ଶିଖିବାର ଅବସର ମିଳିବ। ଗୁରୁ ଓ ଶୁକ୍ରବାର: କାରବାରରେ ଲାଭର ଯୋଗ ରହିଛି। ଶନିବାର: ପ୍ରେମରେ ସଫଳତା ମିଳିବ।

ରବି ଓ ସୋମବାର: ପରିବାରର ଦାୟିତ୍ଵକୁ ପୂରା କରିବେ। ମଙ୍ଗଳ ଓ ବୁଧବାର: ଚାକିରିଆଙ୍କ ଲାଗି ସମୟ ଲାଭକାରୀ ରହିବ। ଗୁରୁ ଓ ଶୁକ୍ରବାର: କାରବାରରେ ଉନ୍ନତି ହେବ। ଶନିବାର: ସ୍ୱାସ୍ଥ୍ୟ ପ୍ରତି ସଜାଗ ରହନ୍ତୁ।

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: କାରବାରରେ ଆପଣଙ୍କୁ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ଶନିବାର: ପଇସାର ଚାପ ସମାପ୍ତ ହୋଇଯିବ।

ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଭାବିଥିବା କାମ ବିଳମ୍ବରେ ପୂରା ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶନିବାର: ଆୟ ବଢ଼ିବ।

 

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

 

ରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: ବେପାରରେ ନୂଆ ଅନୁବନ୍ଧ ହୋଇପାରେ। ଗୁରୁ ଓ ଶୁକ୍ରବାର: ଅଚାନକ ଧନଲାଭ ହେବ। ଶନିବାର: କୌଣସି କାମରେ ଅଧିକ ବ୍ୟସ୍ତ ରହିବେ।

ରବି ଓ ସୋମବାର: କ୍ୟାରିୟର ପାଇଁ ପ୍ଲାନିଙ୍ଗ୍‌ କରିବେ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: ବେପାରରେ ସଫଳତା ମିଳିବ। ଶନିବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ।

 

 

ରବି ଓ ସୋମବାର: ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ଆହ୍ଵାନର ସାମନା କରିବେ। ଗୁରୁ ଓ ଶୁକ୍ରବାର: ଭାଗ୍ୟ ବୃଦ୍ଧିର ସୁଯୋଗ ମିଳିବ। ଶନିବାର: ଆର୍ଥିକ ସ୍ଥିତି ମଜଭୁତ ରହିବ।

ରବି ଓ ସୋମବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମ କରନ୍ତୁ ସଫଳତା ମିଳିବ। ଶନିବାର: ଉନ୍ନତି ଲାଗି ସୁଯୋଗ ମିଳିବ।

ରବି ଓ ସୋମବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମ କରନ୍ତୁ ସଫଳତା ମିଳିବ। ଶନିବାର: ଉନ୍ନତି ଲାଗି ସୁଯୋଗ ମିଳିବ।

 

ରବି ଓ ସୋମବାର: କାମରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: କୌଣସି ନୂଆ ଦାୟିତ୍ଵ ମିଳିପାରେ। ଶନିବାର: ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।

ରବି ଓ ସୋମବାର: ଆପଣଙ୍କୁ ଆଶାଠୁଁ ଅଧିକ ଫାଇଦା ହେବ। ମଙ୍ଗଳ ଓ ବୁଧବାର: କାମଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଗୁରୁ ଓ ଶୁକ୍ରବାର: ପ୍ରିୟଜନ ମିଳନ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More