Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

54

ରବିବାର: ସମାଜରେ ମାନସମ୍ମାନ ବଢ଼ିବ। ସୋମ ଓ ମଙ୍ଗଳବାର: କୌଣସି ନୂଆ ଦାୟିତ୍ଵ ମିଳିବ। ବୁଧ ଓ ଗୁରୁବାର: ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିବେ। ଶୁକ୍ର ଓ ଶନିବାର: ପ୍ରଗତିରେ ଅବରୋଧ ହୋଇପାରେ।

ରବିବାର: ଉଚିତ ପରିଶ୍ରମରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ଧନ ସମ୍ପତ୍ତିରେ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଚାକିରିଆଙ୍କୁ ଭଲ ଖବର ମିଳିବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ଠାରୁ ଖୁସି ମିଳିବ।

ରବିବାର: ଲାଭର କୌଣସି ଅବସର ମିଳିବ। ସୋମ ଓ ମଙ୍ଗଳବାର: ପାରିବାରିକ ଜୀବନ ବଢ଼ିଆ ବଜାୟ ରହିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: କାମ ମନ୍ଥର ଗତିରେ ପୂରା ହେବ। ବୁଧ ଓ ଗୁରୁବାର: ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବେ। ଶୁକ୍ର ଓ ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

 

ରବିବାର: ମନର ଇଚ୍ଛା ପୂରା ହେବ। ସୋମ ଓ ମଙ୍ଗଳବାର: ଚାକିରିଆଙ୍କ ଲାଗି ଲାଭର ସ୍ଥିତି ଉତ୍ପନ୍ନ ହେବ। ବୁଧ ଓ ଗୁରୁବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁକ୍ର ଓ ଶନିବାର: କାରବାରରେ ଲାଭର ଯୋଗ ରହିଛି।

 

ରବିବାର: ନୂଆ ଅନୁଭବ ପ୍ରାପ୍ତ ହେବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: କୌଣସି ବଡ଼ କାମ କରିପାରନ୍ତି। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତିରେ ଉତ୍‌ଥାନ ପତନ ହେବ। ବୁଧ ଓ ଗୁରୁବାର: ବିଦ୍ୟାଭ୍ୟାସରେ ମନ ଲାଗିବ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଖୁସିରେ ଭରା ରହିବ।

ରବିବାର: ସ୍ୱାସ୍ଥ୍ୟ ବଢ଼ିଆ ରହିବ। ସୋମ ଓ ମଙ୍ଗଳବାର: ଦାୟିତ୍ଵ ନିର୍ବାହ କରିବାରେ ସଫଳ ହେବେ। ବୁଧ ଓ ଗୁରୁବାର: ବଡ଼ ଫଇସଲା ନେବାରେ ନିବୃତ୍ତ ରହନ୍ତୁ। ଶୁକ୍ର ଓ ଶନିବାର: ବେପାରରେ ଲାଭ ହେବ।

ରବିବାର: କ୍ୟାରିୟର ମାମଲାରେ ସବୁ କିଛି ଭଲ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ମିଳିବ। ବୁଧ ଓ ଗୁରୁବାର: କୌଣସି ଜରୁରୀ କାମ ପୂରା ହୋଇଯିବ। ଶୁକ୍ର ଓ ଶନିବାର: ତର୍କଶକ୍ତି କାମରେ ଆସିବ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ସୋମ ଓ ମଙ୍ଗଳବାର: ବେପାର ବଣିଜରେ ଉନ୍ନତି ହେବ। ବୁଧ ଓ ଗୁରୁବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସମାଚାର ପାଇବେ। ଶୁକ୍ର ଓ ଶନିବାର: ରାଜନୀତିରେ ରୁଚି ବଢ଼ିବ।

 

ରବିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ସୋମ ଓ ମଙ୍ଗଳବାର: ପ୍ରଗତିରେ ଅବରୋଧ ହେବ। ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ।

ରବିବାର: ସବୁ ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର: ସାଥୀଙ୍କ ସହିତ ପ୍ରୀତିଭୋଜନକୁ ଯିବେ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷମତା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More